ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜେପିର ଜନସମ୍ପର୍କ ଅଭିଯାନ ପାଇଁ ସାହାଡ଼ା ମଣ୍ଡଳରେ ପ୍ରସ୍ତୁତି ବୈଠକ

ବାଲେଶ୍ଵର,୦୫/୭/୨୩ -ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ସାହାଡ଼ା ମଣ୍ଡଳ ପୁଟୁରା ପଞ୍ଚାୟତରେ ମଣ୍ଡଳ ସଭାପତି ରାଧା ପଙ୍କଜ ମଣ୍ଡଳଙ୍କ ସଭାପତିତ୍ୱରେ ପୁଟୁରା ସରପଞ୍ଚ ରାଧାକୃଷ୍ଣ ବେହେରା, ସିଂଲା ସରପଞ୍ଚ ବିପିନ ବିହାରୀ ବିଶ୍ୱାଳ, କଇନଗିରି ସରପଞ୍ଚ ରାଧା ବହ୍ଲବ ମଣ୍ଡଳ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ତଥା ଦରଡ଼ା ମଣ୍ଡଳ ପ୍ରଭାରୀ ବାସୁଦେବ ପଣ୍ଡା, ବ୍ଲକ ସଦସ୍ୟ ସଞ୍ଜୟ ଜେନା, ମନୋରଞ୍ଜନ ଦେ,ରଜତ କୁମାର ସିଂ, କୁନା ସାମନ୍ତ, ବିନତି ସିଂ, ମଦନ ନନ୍ଦ, ପ୍ରଶାନ୍ତ ସାମନ୍ତ, ବ୍ରଜମୋହନ ମିଶ୍ର, ଉତ୍ତର ବାରିକ, ଉପେନ୍ଦ୍ର ସାହୁ, ସୁଜିତ ମଣ୍ଡଳ, ପୂର୍ଣଚନ୍ଦ୍ର ଖଟୁଆ ଓ ସିପି କଣ୍ଠ ପ୍ରମୁଖ ଉପସ୍ଥିତ ରହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ନବର୍ଷର ଜନ ହିତକର କାର୍ଯ୍ୟ, ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଂଚିବାର ପ୍ରୟାସ ପାଇଁ “ମହା ଜନସମ୍ପର୍କ ଅଭିଯାନ” ବୋଲି ପୁଟୁରା ସରପଞ୍ଚ କହିଥିଲେ । ଆସନ୍ତା ୧୨/୭/୨୩ ତାରିଖ ଅଭିଯାନ ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପୂର୍ବତନ ମନ୍ତ୍ରୀ, ବସ୍ତା ନିର୍ବାଚନ ମଣ୍ଡଳୀର ନେତା ରଘୁନାଥ ମହାନ୍ତି, ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ଈଶ୍ୱର ଚନ୍ଦ୍ର, ଶୁଭନା ମହାନ୍ତି, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ଗୋବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହିବେ ବୋଲି ପ୍ରସ୍ତୁତି ବୈଠକ ରୁ ସୂଚନା ମିଳିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଫସଲ ନଷ୍ଟ କୁ ନେଇ ଥାନାରେ ଏତଲା

masiha

ବୃନ୍ଦାବାହାଲ ପ୍ରାଥମିକ କୃଷି ସମବାୟ ସମିତି ଲିଃ ଉଦ୍ଘାଟିତ

ଉତ୍କଳ ଆଲୁମିନା ପକ୍ଷରୁ ରୋଷ୍ଟେଡ ମାଣ୍ଡିଆ ୟୁନିଟ୍ ଉଦଘାଟିତ . ମାଣ୍ଡିଆ ପ୍ରକ୍ରିାକରଣ ଜରିଆରେ ମହିଳା ହେବେ ସ୍ବାବଲମ୍ବୀ 

Sunil Chandra Nayak

Leave a Comment

error: Content is protected !!