ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗତପୁରରେ ବନମହୋତ୍ସବ ସପ୍ତାହ ପାଳନ

ଜଗତପୁର,୦୮/୦୭:କଟକ ମହାନଗର ନିଗମ ଅନ୍ତର୍ଗତ ୪୯ ନମ୍ବର ୱାର୍ଡ ନୂଆସାହି ମିନି ଷ୍ଚାଡିୟମ ପରିସରରେ ଶନିବାର ପୁର୍ବାହ୍ନରେ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି | କଟକ ମହାନଗର ନିଗମ, କଟକ ଉନ୍ନୟନ କର୍ତ୍ତୃପକ୍ଷ ଓ ନଗର ବନଖଣ୍ଡ ଭୂବନେଶ୍ୱରଙ୍କ ମିଳିତ ଆନୁକୁଲ୍ୟରେ ଆୟୋଜିତ ତଥା ସିଏମସି ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ପୌରୋହିତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚୌଦ୍ୱାର କଟକ ପୁର୍ବତନ ବିଧାୟକ ଡଃ. ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇଥିଲେ | ଦିନକୁ ଦିନ ବୃକ୍ଷଲତା ନଷ୍ଟ ହେବା ଦ୍ୱାରା ପରିବେଶ ପ୍ରଦୂଷିତ ହୋଇ ଉତ୍ତାପ ବୃଦ୍ଧି ପାଉଛି | ଯାହାଫଳରେ କି ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଯୋଗୁଁ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି | ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିବର୍ଷ ବୃକ୍ଷ ରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ବନମହୋତ୍ସବ ସପ୍ତାହ ପାଳନ କରାଯାଉଛି | ଏହି ଅବସରରେ ଜଗତପୁର ସ୍ଥିତ ନୂଆସାହି ମିନି ଷ୍ଟାଡିୟମ ପରିସରରେ ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ୪୯ନମ୍ବର ୱାର୍ଡ ପୁର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ନଗର ବିଜେଡି ଉପ ସଭାପତି ଦିଲ୍ଲିପ କୁମାର ଜେନା, ଚୌଦ୍ୱାର କଟକ ଯୁବ ବିଜେଡି ସଭାପତି ଅଶୋକ ମିଶ୍ର, କଳ୍ପନା ଜେନା, ବିଚିତ୍ର ଜେନା, ବିଳାସ ଚନ୍ଦ୍ର ବିଶ୍ୱାଳ, ମଳୟ ବିଶ୍ୱାଳ, ମାଧବାନନ୍ଦ ବିଶ୍ୱାଳ, ଅଜୟ କୁମାର ଜେନା, ନିତ୍ୟାନନ୍ଦ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ ଓ ବିଶ୍ୱରଞ୍ଜନ ମହାନ୍ତି ପ୍ରମ୍ମୁଖ ଉପସ୍ଥିତଥିଲେ |

କଟକ ରୁ ସୁକାନ୍ତ ମହପାାତ୍ରଙ୍କ ରିପୋର୍ଟ୍

Related posts

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

ପୋଲିସ ମହାନିର୍ଦ୍ଦେଶକ ଙ୍କ କନ୍ଧମାଳ ଗସ୍ତ

Sunil Chandra Nayak

ଛାଇ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort