ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ବରୀ ମନ୍ଦିର ଉନ୍ମୋତିକରଣ ପାଇଁ ବୋଲ ବୋମ ମାନଙ୍କ ସରକାରଙ୍କୁ ନିବେଦନ

ବିଷମ କଟକ (୯/୭) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୁଟ୍ରା ଗଡ ଗ୍ରାମ ରେ ଥିବା ମା ମାଣିକେଶ୍ବରୀ ମନ୍ଦିର ରେ କିଛି ଉନ୍ନତ ମୂଳକ କାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ସରକାର ଙ୍କ ପାଖରେ। ଏହି ମନ୍ଦିର ପରିସର ରେ ଗୋଟେ ବୋର୍ ପାଣି ପାଇଁ, ଅତିଥି ଗୃହର ଓ ଚରି ପାଖ ରେ ପାଚେରୀ ନିର୍ମାଣ ପାଇଁ ବୋଲ ବୋମ ର ସମସ୍ତ ସଦସ୍ୟ ଓ ଗ୍ରାମ ବାସୀ। ମିନତୀ ପୂଜାରୀ, ଚଞ୍ଚଳା ପାତ୍ର, ଅରୁଜୁନ ପାତ୍ର, ରିଲିଫ ପାତ୍ର, , କାହୁଁ ଚରଣ ଭାଟ, ନରୋତ୍ତମ ପାଢ଼ୀ ଓ ମନ୍ଦିର ସେବକ ସୁରେଶନ ଭାଟ ସରକାର ଙ୍କୁ ଅନୁରୋଧ କରିଛନ୍ତି। ବୋଲ ବୋମ ଏହି ମନ୍ଦିର ପରିସର ରେ ଆଜିକୁ ବାର (୧୨) ବର୍ଷ ହେଲା କରି ଆସୁଛନ୍ତି। ଯାତ୍ରା କାଳରେ ଓ ଏହି ମନ୍ଦିର କୁ ବିଭିନ୍ନ ପ୍ରକାର ଭକ୍ତ ମାନେ ଦୂର ଦୁରନ୍ତ ରୁ ଆସି ଥାନ୍ତି। ସେମାନେ ଆସିଲେ ରହିବା ପାଇଁ କୋଣସି ରହିବାର ବନ୍ଦୋବସ୍ତ ନାହିଁ । ଏଥି ପାଇଁ ଗୋଟେ ଅତିଥି ଗୃହର ନିର୍ମାଣ କରାଗଲେ। କୁଟ୍ର ଗଡ ଗ୍ରାମପଞ୍ଚାୟତ ର ସମସ୍ତ ଗ୍ରାମ ବାସୀ ଅନୁରୋଧ କରିଛନ୍ତି।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବିନ୍ଧାଣୀ-ସାନଡୁଙ୍ଗୁରିଗୁଡା ରାସ୍ତା ମରାମତି ପାଇଁ ଦାବି

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ମାଟ୍ରିକ ଟପ୍ପର ସମ୍ମାନୀତ 

masiha

ରୁପାନ୍ତରିତ ଓଡ଼ିଶା ସଚେତନତl କାର୍ଯ୍ୟକ୍ରମ କରୁଛନ୍ତି ଜିଲ୍ଲାର ଲୋକକଳା କଳାକାର 

masiha

Leave a Comment

error: Content is protected !!