ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚନ୍ଦ୍ରଯାନ-୩ କୁ ଧୂମ୍ରଳାରେ ଆଙ୍କି ଚର୍ଚ୍ଚାରେ ଵେତନଟୀର ସମରେନ୍ଦ୍ର

ମୟୂରଭଞ୍ଜ -୧୬/୭ ( ମସିହା)ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ତରଫରୁ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ଅଭିଯାନକୁ ନେଇ ସାରା ଭାରତୀୟ ଗର୍ବିତ । ଏହା ୪୦ ଦିନର ଯାତ୍ରା ଅଛି । ସଫଳତାର ସହ ଅବତରଣ କଲେ ସାରା ବିଶ୍ବରେ ଏହା ସ୍ବର୍ଣ ଅକ୍ଷରରେ ଇତିହାସ ରଚିଲେ ।ଏହାକୁ ନେଇ ମୟୁରଭଞ୍ଜ ଜିଲ୍ଲାର ବେତନଟୀ ଅଂଚଳର ଖ୍ଯାତନାମା ଯୁବ ଚିତ୍ରକାର ସମରେନ୍ଦ୍ର ସ୍ମୋକ ଆର୍ଟ ରେ ନିଜର କଳାକାର‌ ପ୍ରତିଭାକୁ ନିଖୁଣ ଭାବରେ ଚିତ୍ରିତ କରି ସମସ୍ତଙ୍କ ମନ ମୋହିଛନ୍ତି ।ଏହି ଚିତ୍ର ସୋସିଆଲ ମିଡିଆରେ ପ୍ରମୁଖ ସ୍ଥାନ ପାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଭବାନୀପାଟଣା ଠାରେ ନୂଆ (ନୂତନ ଉନ୍ନତ ଅଭିଳାଷ) ଓଡ଼ିଶା ଯୋଜନା ର ଶୁଭାରମ୍ଭ

masiha

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ମିଲେଟ ଖାଦ୍ୟ ମେଳା

Leave a Comment

error: Content is protected !!