ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଶିମିଳିପାଳରେ କୁମ୍ବିଂ ଅପରେସନକୁ ଜୋରଦାର କଲା ପୋଲିସ ଏବଂ ବନବିଭାଗ ! ମିଳିତ ଚଢାଉରେ ୮ ଦେଶି ବନ୍ଧୁକ ଜବତ ସହ ତିନି ଗିରଫ

 ମୟୂରଭଞ୍ଜ – ୧୬/୭ ( ମସିହା)) -ଶିମିଳିପାଳ ଅଭୟାରଣ୍ୟ କୁ ସମ୍ପୁର୍ଣ୍ଣ ଶିକାରୀ ମୁକ୍ତ କରାଯିବ। ଯିଏ ଯେଉଁଠି ବି ଶିକାର କରିବାକୁ ଚେଷ୍ଟା କରିବ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଶିମିଳିପାଳ ଅଭୟାରଣ୍ୟ କୁ ସ୍ୱତନ୍ତ୍ର ଭାବେ ନଜର ଦେବାକୁ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ନେଇଛନ୍ତି ।ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟରେ ଏବଂ ସନ୍ନିକଟ ଗ୍ରାମରେ ବ୍ୟାପକ ଚଢାଉ କରାଯିବ ଏବଂ ଶିକାରୀ ମୁକ୍ତ ଶିମିଳିପାଳ ଅଭୟାରଣ୍ୟ କରାଯିବ ଏହି ପରି କହିଛନ୍ତି ପୂର୍ବାଂଚଳ ଆଇଜି ହିମାଂଶୁ ଲାଲ। ଆଜି ବାରିପଦା ରେ ଏକ ସାମ୍ବାଦିକ ସମ୍ମିଳନୀ ରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ କହିଛନ୍ତି କି ଗତ ଦୁଇ ଦିନ ଧରି ଶିମିଳିପାଳ ଅଭୟାରଣ୍ୟ କୁ ଲାଗିକରି ଥିବା ଯଦୁନାଥପୁର,ଚନ୍ଦନଚତୁରୀ,ଚମ୍ପାଗଡ ,ହାତିକୋଟ ଇଲାକାରେ ବ୍ୟାପକ ଚଢାଉ କରାଯାଇଛି। ବଡ଼ସାହି ଥାନା ପୋଲିସ ଏବଂ ବନ କର୍ମଚାରୀ ଉଭୟଙ୍କ ଚଢ଼ାଉ ସମୟରେ ତିନି ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୩ଟି ଦେଶି ବନ୍ଧୁକ ଜବତ କରାଯାଇଛି ଗିରଫ ବ୍ୟକ୍ତିମାନେ ହେଲେ ମହେନ୍ଦ୍ର ସିଂ, ଶ୍ୟାମସୁନ୍ଦର ସିଂ,ମଦନ ସିଂ । ଏମାନେ ଜଗଂଲ ରେ ଶିକାରୀ କାର୍ଯ୍ୟ ରେ ସଂପୃକ୍ତି ଥିବା ପୋଲିସ କହିଛି। ସେହିପରି ଖୁଣ୍ଟା ଥାନା ପୋଲିସ ବିଶ୍ଵସ୍ତ ସୁତ୍ରରୁ ଖବର ପାଇ ଶିମିଳିପାଳ ଅଭୟାରଣ୍ୟ ପାଦଦେଶରେ ବହଳଦା ଗାଁ ପାଖ ଜଗଂଲ ରେ ଚଢାଉ କରି ୫ ଟି ଦେଶି ବନ୍ଧୁକ ଜବତ କରିଛି। ଶିମିଳିପାଳ ଅଭୟାରଣ୍ୟ ରେ ତିନି ପ୍ଲାଟୁନ ପୋଲିସ ବନ କର୍ମଚାରୀଙ୍କ ସହ ଡିୟୁଟି କରୁଥିବା ବେଳେ ଆଗକୁ ଆହୁରି ଚଢ଼ାଉ କରାଯିବ ବୋଲି ଆଇଜି ହିମାଂଶୁ ଲାଲ ଗଣମାଧ୍ୟମ କୁ ସୁଚନା ଦେଇଛନ୍ତି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମ.ରାମପୁର ଅଞ୍ଚଳରେ ଲାଗୁଛି ମାଓ ପୋଷ୍ଟର: ଗତକାଲି ମାଣିକେରା ଓ ଆଜି ପୁଣି ବାରବନ୍ଧା ଅଞ୍ଚଳରେ

ଶାଳ ଗଛ କାଟି ୩ ଗିରଫ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା   

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort