ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ସେବାରେ ଯାତ୍ରୀ ବିଶ୍ରାମଗାର, ଆନନ୍ଦିତ ହେଉଛନ୍ତି ଯାତ୍ରୀ

ବାଲେଶ୍ଵର,୧୭/୭/୨୩- ଦୀର୍ଘ ଦିନର ଦାବି ପରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଛକରେ ଦଣ୍ଡାୟମାନ ହେଲା ଯାତ୍ରୀ ବିଶ୍ରାମଗାର । ପୂର୍ବରୁ ଏହି ଛକରେ ଯାତ୍ରୀ ମାନଙ୍କ ପାଇଁ ବିଶ୍ରାମଗାର ଟିଏ ନଥିଲା । ରାସ୍ତା ସମ୍ପ୍ରସାରଣ ପାଇଁ ଖଇରା ବଜାର ଦୋକାନ ଘର ଭଙ୍ଗା ହେବା ପରେ ଯାତ୍ରୀ ମାନେ ଏଠି ସେଠି ଛିଡା ହୋଇ ବଡ଼ ହଇରାଣରେ ଯାତ୍ରୀବାହୀ ଗାଡି ଅର୍ଥାତ୍ ବସକୁ ଅପେକ୍ଷା କରୁଥିଲେ । ବର୍ଷା ସମୟରେ ନାହିଁ ନଥିବା ଅସୁବିଧାର ମଧ୍ୟ ସମ୍ମୁଖୀନ ହେଉଥିଲେ । ଏଥିପାଇଁ ଆଳଦା ଗ୍ରାମବାସୀ ଓ ଖଇରାର ବିଭିନ୍ନ ମଞ୍ଚ ଏବଂ ସ୍ବେଚ୍ଛାସେବୀ ସଙ୍ଗଠନ ଖଇରା ଗ୍ରାମପଞ୍ଚାୟତ ସରପଞ୍ଚ, ବିଧାୟକ, ମନ୍ତ୍ରୀ, ସ୍ଥାନୀୟ ନେତା ଓ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ । ସମସ୍ତ ଅଭିଯୋଗକୁ ଗ୍ରହଣ କରି ବିଶ୍ରାମଗାର ନିର୍ମାଣ ଜରୁରୀ ମନେକରି ସରପଞ୍ଚ ମାଳତୀ ସେଠୀ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ବିଶ୍ରାମଗାର ପାଇଁ ସରପଞ୍ଚ ଶ୍ରୀମତୀ ସେଠୀ ପଞ୍ଚାୟତ ଫଣ୍ଡରୁ ଅର୍ଥ ମଞ୍ଜୁରୀ ପ୍ରଦାନ କଲେ । ଯୁଦ୍ଧକାଳିନ ଭିତ୍ତିରେ ନିର୍ମାଣ କାର୍ଯ୍ୟ ଶେଷ ହେଲା । ଯାହା ଏବେ ଯାତ୍ରୀ ମାନଙ୍କ ଯାତାୟତ କାର୍ଯ୍ୟରେ ସହାୟକ ହେଉଛି । ଏହି ବିଶ୍ରାମଗାର ଖଇରା ଗ୍ରାମ ପଞ୍ଚାୟତର ଆଳଦା ଛକରେ ଅବସ୍ଥିତ । ଯାହାର ଶୁଭ ଉଦଘାଟନ ତା ୧୦/୫/୨୦୨୩ରିଖରେ ହୋଇଥିଲା । ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ । ଏହି ଶୁଭ ଉଦଘାଟନ ବେଳେ ସମ୍ମାନିତ ଅତିଥି ଭାବେ ୪ ନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ରଶ୍ମିତା ମହାପାତ୍ର ଓ ଖଇରା ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ନର୍ମଦା ଦେଓ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୌରୋହିତ କରିଥିଲେ ଖଇରା ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସେଠୀ । ପୂର୍ବତନ ସରପଞ୍ଚ ସୁଦର୍ଶନ ସେଠୀଙ୍କ ଉଦ୍ୟମରେ ଉଦଘାଟନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା । ବିଶ୍ରାମଗାର ମଧ୍ୟରେ ଯାତ୍ରୀମାନେ ଯାତ୍ରୀବାହି ଗାଡ଼ିକୁ ଅପେକ୍ଷା କରି ବହୁ ଆନନ୍ଦ ଉପଲବ୍ଧି କରୁଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛନ୍ତି, ଯାହା ଆଜିର ଅପେକ୍ଷାରତ ଯାତ୍ରୀ ମାନଙ୍କ ଠାରୁ ଖବର ସଂଗ୍ରହରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜୟନ୍ତପୁର ଠାରେ ତ୍ରିଲୋଚନ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ପାଳିତ

masiha

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

masiha

ଦୀର୍ଘ ବର୍ଷ ପରେ ପୁଣି ଆରମ୍ଭହେଲା ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ : 656 ନୂତନ ଭାବେ ମଞ୍ଜୁର ହୋଇଛି ଭତ୍ତା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort