ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଭିନେତା ବିଜୟ କୁମାର ମହାନ୍ତିଙ୍କୁ ଆଦର୍ଶ ଦଂପତିଙ୍କ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

କଟକ : ସିନେ ଜଗତର ଲୋକପ୍ରିୟ ଅଭିନେତା ବିଜୟ କୁମାର ମହାନ୍ତି ଥିଲେ ଏକାଧାରରେ ଅଭିନେତା ନାଟ୍ୟକାର ଓ ନିର୍ଦ୍ଦେଶକ ଥିଲେ । ସେ ଜୟଦେବ ପୁରସ୍କାର ଲାଭ କରିଥିଲେ। ତତ୍ ସହିତ ସେ ୬ଥର ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ୨୦୨୦ରେ ସବୁଦିନ ପାଇଁ ଚାଲିଗଲେ ରୂପା ଶଗଡର ଶଗଡ଼ିଆ ହୋଇ । ଏହି କଳା କୃତିକୁ ସ୍ମରଣ କରି କଟକ ସଦର ଅନ୍ତର୍ଗତ ୪୨ମୌଜା ପଟଣା ଗ୍ରାମର ସର୍ବ ପୁରାତନ ଅଗ୍ରଣୀ ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ତରଫରୁ ବ୍ରାହ୍ମ ମୁହୂର୍ତ୍ତରେ ସଭାପତି କବୀ ସରୋଜ ନଳିନୀ ପରିଜା,ସାଧାରଣ ସମ୍ପାଦକ ବରିଷ୍ଠ ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି ଧର୍ମପ୍ରାଣା,ଅନନ୍ୟ ଆଦର୍ଶ ତଥା ପୂଜ୍ୟପୂଜାରେ ବ୍ରତୀ ଦମ୍ପତି ଉପସ୍ଥିତ ରହି ଶ୍ରାଦ୍ଧ ଉତ୍ସବରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ମୁରିବାହାଲ ବ୍ଲକରେ ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ଶିବିର

masiha

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଙ୍କ ରାଇରଙ୍ଗପୁର ତୋଫାନୀ ଗସ୍ତ 

Sunil Chandra Nayak

ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!