ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅମୃତ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ

ନୂଆପଡା ଜିଲ୍ଲା ଖରିଆରରୋଡ ରେଲଷ୍ଟେସନ କୁ ଅମ଼ତଭାରତ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି,ଏହିଅବସର ରେ ପ୍ରଧାନମନ୍ତ୍ରୀ ଭରଚୁଆଲ ମୋଡ ରେ ଆଜି ଖରଆରରୋଡ ଆଧୁନିକ ନବିକରଣ ରେଲ ଷ୍ଟେସନ ର ଭତ୍ତିପ୍ରସ୍ତର କରିଛନ୍ତି,୧୩ କୋଟି ୭୦ ଲକ୍ଷ ଟଙ୍କା ଟଙ୍କା ବ୍ୟୟ ରେ ନିର୍ମାଣ ହେବା କୁ ଥିବା ରେଲଷ୍ଟେସନ ଓଡିଶା ର ୫୭ ୱାର୍ଡ କ୍ଲାସ ଷ୍ଟେସନ ର ମାନ୍ୟତା ମିଲିଛି,ଭତ୍ତିପ୍ରସ୍ତର କାର୍ଯ୍ୟକ୍ରମ ରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଧୋଲକିଆ ସମେତ ଖରିଆରରୋଡ ଏନଏସି ଚେୟାରମେନ ସୋନିଆ ଜୈନ,ଡିଆରୟୁସିସି ସଦସ୍ୟ ତଥା ବିଜେପି ଯୁବ ନେତା ଗୋଲଡି ଅଗ୍ରୱାଲ ଓ ଖରିଆରୋଡ ଏନଏସି ଉପାଧ୍ୟକ୍ଷ ବଣ୍ଟି ଡାଗା,ଖରିଆରରୋଡ ର ବରିଷ୍ଟ ନାଗରିକ ତଥା ବୁଦ୍ଧିଜୀବି ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ଖୁସିବ୍ୟକ୍ତ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୨୯ ଟି ଅଭିଯୋଗର ଶୁଣାଣି

ପୃର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ସୁଶାସନ ଦିବସ ଭlବେ ପାଳିତ 

masiha

ନୂଆପଡା ଜିଲ୍ଲାପାଳ ସର୍ବଦଳୀୟ ପ୍ରତିନିଧି ମଣ୍ଡଳ ସହିତ ପ୍ରକାଶିତ କଲେ ଚୁଡାନ୍ତ ଭୋଟର୍ ତାଲିକା

Sunil Chandra Nayak

Leave a Comment

error: Content is protected !!