ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

“ନଅ ଦଫା ଦାବୀ ନେଇ ସ୍ଥାନୀୟ କଂଗ୍ରେସ ନେତୃବୃନ୍ଦଙ୍କ ତାଳଚେର ବ୍ଲକ୍ ଅଫିସ୍ ଘେରାଉ “

ତାଳଚେର// , ଆର୍ତ୍ତତ୍ରାଣ ପାଣି : ଆଜ ତା ଅଠର ଅଗଷ୍ଟ ଦିନ ରାଜ୍ୟ କଂଗ୍ରେସ ସଭାପତି ଡାକରାରେ ନଅ ଗୋଟି ଦାବୀ ନେଇ ତାଳଚେର କଂଗ୍ରେସ କର୍ମକର୍ତ୍ତା ତାଳଚେର ବ୍ଲକ୍ ଅଫିସ୍ ସମ୍ମୁଖରେ ଘେରାଉ କରିବା ସହ ଧାରଣା ଦେଇଥିବା ଖବର ଆମ ହସ୍ତଗତ ହୋଇଛି l ମୁଖ୍ୟ ଦାବୀ ଗୁଡିକ ହେଲା ରାଜ୍ୟ ସରକାରଙ୍କ ବିଭିନ୍ନ ଅଫିସ୍ ଦପ୍ତରରେ ଚାଲିଥିବା ପି. ସି. କାରବାର, ଆବାସ ଯୋଜନାରେ ଦୁର୍ନୀତି, ଆବଶ୍ୟକିୟ ଜିନିଷର ଦରଦାମ ବୃଦ୍ଧି, ରାଜ୍ୟର ବେରୋଜଗାର ସମସ୍ୟା, ନାରୀ ନିର୍ଯ୍ୟାତନା ବୃଦ୍ଧି, ସରକାରଙ୍କ ଚାଷୀ ମାରଣ ନୀତି ଏବଂ ଟାଟା କମ୍ପାନୀ ଦ୍ୱାରା ବିଜୁଳୀ ବାବଦ ଶୋଷଣ ଆଦି ସମସ୍ୟାକୁ ଭିତ୍ତି କରି ତାଳଚେର କଂଗ୍ରେସ ଦଳର ବ୍ଲକ୍ ସଭାପତି ଜ୍ଞାନ ରଂଜନ ପାଣିଙ୍କ ଏହି ବ୍ଲକ୍ ଘେରାଉ କରାଯାଇଥିବା ପ୍ରକାଶ କରିଛନ୍ତି l ଏହି ଘେରାଉ କାର୍ଯ୍ୟକ୍ରମରେ କଂଗ୍ରେସ ପର୍ଯ୍ୟବେକ୍ଷକ ପକାଶ ମିଶ୍ର, ପୂର୍ବତନ ଅଧକ୍ଷ ଦିଗାମ୍ବର ଗଡ଼ନାୟକ, ପୂର୍ବତନ ନଗରପାଳ କେଶବ ଭୂତିଆ, ପୂର୍ବତନ ଜିଲ୍ଲା ପରିଷଦ ସଦଶ୍ୟ ରାଜ କିଶୋର ସାହୁ, ପୂର୍ବତନ ଯୁବ କଂଗ୍ରେସ ସଭାପତି, ତାଳଚେର ବଜରଙ୍ଗ ଅଗ୍ରୱାଲ୍, ଯୁବ କଂଗ୍ରେସ ତାଳଚେରରୁ ପ୍ରଫୁଲ୍ଲ ଦାସଙ୍କ ସହିତ ବହୁ ସଂଖ୍ୟକ କଂଗ୍ରେସ ସମର୍ତକ ଯୋଗ ଦେଇଥିବା ଦେଖା ଯାଇଥିଲା।

Related posts

ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

ବାଲିଗୁଡ଼ାରେ କଂଗ୍ରେସର ବିରାଟ ଜନଜାଗରଣ ଯାତ୍ରା , କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଆହ୍ୱାନ

masiha

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort