ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ଡିଜି ଙ୍କ ନୂଆପଡା ଗସ୍ତ

ମାଓବାଦୀ ଗତିବିଧି ଅନୁସରଣ କରିବାସହ ଛତିସଗଡ ନିର୍ବାଚନ କୁ ଦ଼ଷ୍ଟି ରେ ରଖି ମଙ୍ଗଳବାର ପୋଲିସ ଡିଜି ସୁନିଲ ବଂଶଲ ନୂଆପଡା ଜିଲ୍ଲା ଗସ୍ତ ରେ ଆସିଛନ୍ତି ।ନୁଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ର ଦାତୁନାମା ଗାଁ ରେ ନବ ନିର୍ମିତ ଏକ ସିଆରପିଏଫ କେମ୍ପ କୁ ଉଦଘାଟନ କରିଛନ୍ତି ।ଏହାବ୍ୟତିତ ନୁଆପଡା ଜିଲ୍ଲା ର ସୁନାବେଡା ଅଭୟାରଣ୍ୟ ରେ ଆହୁରି ଚାରି ଗୋଟି କେମ୍ପ ହେବ ବୋଲି ସୁଚନା ଦେଇଛନ୍ତି ।ନୂଆପଡା ଏସପି କାଯ୍ୟାଳୟ ରେ ସାମ୍ବାଦିକ ସମ୍ମିଲନୀ ରେ ମାଓବାଦୀ ମାନଙ୍କୁ ହିଂଶାଛାଡି ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇ ଅପିଲ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜିଲ୍ଲାସ୍ତରୀୟ ବିଶ୍ଵ ମିତବ୍ୟୟିତା ଦିବସ ପାଳିତ

Sunil Chandra Nayak

ଵିଜାତଳାରେ ସାରନା ଅଲ୍ ଇତୁନ୍ ଆଶ୍ରା ଆନୁକୁଲ୍ୟରେ ଅଲଚିକି ପରୀକ୍ଷାରେ ୨୦୭ ଜଣ ଛାତ୍ରୀ ପରୀକ୍ଷା ଦେଲେ

ଡାବୁଗାଁ ଉପଡାକଘରେ ଜାତୀୟ ପତାକା ବିକ୍ରି ଆରମ୍ଭ

masiha

Leave a Comment

error: Content is protected !!