ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଗ୍ରେସ ପକ୍ଷରୁ ଗୁଡ଼ାରୀ ବିଜ୍ଞାପତ ଅଂଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର

ଗୁଡ଼ାରୀ – ତା ୨୨/୦୩ ଗୁଡ଼ାରୀରେ ହେବାକୁ ଯାଉଥିବା ବିଜ୍ଞାପତ ଅଂଚଳ ନିର୍ବାଚନରେ ,କଂଗ୍ରେସ ପକ୍ଷରୁ ପ୍ରଚାର ର ଅନ୍ତିମ ଦିନରେ ଦେଖିବାକୁ ମିଳିଥିଲା ଜୋରଦାର ପ୍ରଚାର।

ଏହି କାର୍ଯ୍ୟକ୍ରମରେ କଂଗ୍ରେସର ଅଧ୍ୟକ୍ଷା ପାର୍ଥିନୀ ନିରୁପମା ଶବର ଓ କଂଗ୍ରେସର କାର୍ଯ୍ୟକର୍ତ୍ତା ଗୁଡ଼ାରୀର ପୁରା ଅଂଚଳ ପରିଦର୍ଶନ କରି କରିଥିଲେ ଭୋଟ ଭିକ୍ଷା। ଗୁଡ଼ାରୀ ବିଜ୍ଞାପିତ ଅଂଚଳ ସର୍ବାଗିନ ଉନ୍ନତି ପାଇଁ କଂଗ୍ରେସକୁ ଭୋଟ ଦେବାକୁ କରିଥିଲା ନିବେଦନ। ଗତ ୧୮/୦୩ ତାରିଖରେ କଂଗ୍ରେସ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା କଂଗ୍ରେସର ଅଧ୍ୟକ୍ଷା ପାର୍ଥିନି ଶ୍ରୀମତୀ ନିରୁପମା ଶବର ଓ ୧୦ ୱାର୍ଡ ମେମ୍ବରଙ୍କ ପାଇଁ କରିଥିଲା ପ୍ରଚାର। ଦେଖିବାର କଥା ଯେ ଏଥର ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ କିଏ ଜିତୁଛି। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ନର୍ଲା ବଳଭଦ୍ରେଶ୍ୱରଙ୍କ ଠାରେ ନବାନ୍ନ ଲାଗି ଶୁଭ ଲଗ୍ନ , ନର୍ଲା ଚଳଚଞ୍ଚଳ

Sunil Chandra Nayak

ଉମାକାନ୍ତ ଦାସ ଙ୍କ କବିତା କୃଷ୍ଣଙ୍କ ଗୁରୁ ଭକ୍ତି

Sunil Chandra Nayak

ଜହ୍ନ ରାତି

Sunil Chandra Nayak

Leave a Comment

error: Content is protected !!