ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେପି ପକ୍ଷରୁ ଆଜି ଓଡ଼ିଆ ଧାରାବାହିକ ଅଭିନେତା ଓ ଅଭିନେତ୍ରୀଙ୍କ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ ପ୍ରଚାର

ଗୁଡ଼ାରୀ – ତା ୨୨/୦୩ ଗୁଡ଼ାରୀ ବିଜ୍ଞାପତ ଅଞ୍ଚଳରେ ଆଜି ପୌର/ବିଜ୍ଞାପିତ ଅଂଚଳ ନିର୍ବାଚନ ଅନ୍ତିମ ଦିନରେ ଦେଖିବାକୁ ମିଳିଥିଲା ଜୋରଦାର ପ୍ରଚାର । ବିଜେଡି ଦଲର ଯୁବ କାର୍ଯ୍ୟକର୍ତ୍ତାଙ୍କ ପକ୍ଷରୁ ଆୟୋଜିତ ହେଇଥିଲା ବୃହୁତ୍ ରାଲି ଓ ଡୋର ଟୁ ଡୋର ପ୍ରଚାର।

ବିଜେପି ପକ୍ଷରୁ ଆଜି ଓଡ଼ିଆ ଧାରାବାହିକ ଅଭିନେତା ଓ ଅଭିନେତ୍ରୀ କରିଥିଲେ ପ୍ରଚାର। ତରଙ୍ଗ ଟିଭିର ଓଡ଼ିଆ ଧାରାବାହିକ ମାୟାରେ ଅଭିନୟ କରୁଥିବା ଅଭିନେତ୍ରୀ ଜସ୍ମିନ ରଥ ଓ ଅଭିନେତା ପଦର୍ବିନ୍ଦ ନାୟକ କରିଥିଲେ ଗୁଡ଼ାରୀରେ ପ୍ରଚାର।

ଗୁଡ଼ାରୀ ବିଜ୍ଞାପିତ ଅଂଚଳ ପାଇଁ ବିଜେପିର ପରିଷଦ ଅଧ୍ୟକ୍ଷା ପାର୍ଥୀନୀ ଶ୍ରୀମତୀ ଅଞ୍ଜଳି ବିଡିକା ଓ ୧୦ ୱାର୍ଡ ମେମ୍ବର ପ୍ରାର୍ଥୀ ବିଜୟୀ ଭୋଟ ଭିକ୍ଷା କରିଥିଲେ। ଦେଖିବାର କଥାଜେ ଏଥର ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ କିଏ ଜିତୁଛି।ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

ନର୍ଲା ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କଙ୍କଡ଼ାହାଡ଼ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବର

Sunil Chandra Nayak

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

Leave a Comment

error: Content is protected !!