ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୮ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା ସମର୍ଥନରେ ବସିଲେ କଳାହାଣ୍ଡି ଜିଲ୍ଲା ମାଳି ସମାଜ

୧୮ ଦିନରେ ପହଞ୍ଚିଲା “ଧର୍ମଗଡ ଉପଖଣ୍ଡକୁ ଜିଲ୍ଲା ଦାବୀ” ଗଣଧାରଣା

ସମର୍ଥନରେ ବସିଲେ କଳାହାଣ୍ଡି ଜିଲ୍ଲା ମାଳି ସମାଜ

ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଗଠନ ଦାବୀ ନେଇ କଳାହାଣ୍ଡି ଜିଲ୍ଲା ମାଳି ସମାଜ ଆଜି ଗଣଧାରଣାରେ ବସିଛନ୍ତି।

ପ୍ରବଳ ବର୍ଷା ସତ୍ତ୍ୱେ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଜଣାଇ କଳାହାଣ୍ଡି ଜିଲ୍ଲା ମାଳି ସମାଜ ତରଫରୁ ଧର୍ମଗଡ ମାଁ ଭଣ୍ଡାର ଘରଣୀ ମନ୍ଦିର ରେ ପୂଜାର୍ଚ୍ଚନା ସାରି ସମାଜର ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ନେଇ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ସହ ଜିଲ୍ଲାପାଳ ନନ୍ଦ କିଶୋର ସେଠୀ ଙ୍କୁ ପ୍ରଦାନ କରି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସିଥିଲେ।

  ଜିଲ୍ଲା ମାଲି ସମାଜ ର କୁଳପତି ଶ୍ରୀଯୁକ୍ତ ପ୍ରକାଶ ନାଏକଙ୍କ ସଭାପତିତ୍ବ ରେ ଉପସଭାପତି ବିଦ୍ୟାଧର ନାଏକ, ଭାରପ୍ରାପ୍ତ ଜିଲ୍ଲା ସଂପାଦକ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ନାଏକ ,ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲା ସମନ୍ବୟ କମିଟି ର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରତନ ନାଏକ,ଧର୍ମଗଡ ବ୍ଲକ ସଭାପତି ଫକୀର ନାଏକ, ଦଣ୍ଡପାଟ ମାଳି ସମାଜର ସଭାପତି ଅମିନ ରଣା, ସଂପାଦକ ସୁବାସ ନାଏକ,କଦଳୀମୁଣ୍ଡା ସମିତି ସଭ୍ୟା ଜୟମନୀ ବୋଡକିଆ, ନନ୍ଦଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଭବାନୀ ବଣିଆ,ପୂର୍ବତନ ସରପଞ୍ଚ ବିରଞ୍ଚି ବଣିଆ, ଟିପିଗୁଡ଼ା ପଞ୍ଚାୟତ ପୂର୍ବତନ ସରପଞ୍ଚ ଗଜିନ୍ଦ୍ର ନାଏକ,କୋକସରା ବ୍ଲକ ସଂପାଦକ ଧରମା ନାଏକ,ଗୋବର୍ଦ୍ଧନ ନାଏକ ଖିରସିନ୍ଧୁ ବୋଡକିଆ,ପଦ୍ମସେନ୍ ବିଶି ,ସେତୁ ରାମ ବୋଡ଼କିଆ ,କ୍ଷୀରୋଦ ଭୋଇ,କେଦାର ବୋଡକିଆ ପ୍ରମୁଖ ସଦସ୍ୟାମାନେ ଗଣଧାରଣା ରେ ବସି ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ଦାବୀ ପ୍ରସଙ୍ଗକୁ ଦୋହରାଇ ଥିଲେ ଏବଂ ରାଜ୍ୟ ସରକାର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଥିଲେ

ଏହି ଅବସରରେ ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ, କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଲକ୍ଷ୍ମୀକାନ୍ତ ବାଗ, ରାଜେନ୍ଦ୍ର କୁମାର ମୁନି, ସନ୍ତୋଷ କୁମାର ପାଢୀ, ହେମନ୍ତ କୁମାର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। 

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ୧୮ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଶାଖାପାଟଣା ଟ୍ରେନ ମ୍ପ୍ରସାରଣ ପାଇଁ ଜି ଏମ ଙ୍କୁ ଦାବିପତ୍ର ପ୍ରଦାନ

masiha

ଝରିଗାଁ ଠାରେ ବୃହତ କୃଷକ ସମ୍ମିଳନୀ ଏବଂ ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ

masiha

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort