ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକ ନିଆରା ନୂଆଁଖାଇ ଭେଟ ଘାଟ

ଏକ ନିଆରା ନୂଆଁଖାଇ ଭେଟ ଘାଟ

ଜୁନାଗଡ଼ ବ୍ଲକ୍ ଅନ୍ତର୍ଗତ ଅମ୍ବାଦୁଲା ଗାଁ ରେ ଏକ ନିଆରା ନୂଆଁଖାଇ ଭେଟ ଘାଟ ପାଳନ କରିବା ଦେଖିବାକୁ ମିଳିଛି । ଏହି ବର୍ଷ ନୂଆଁଖାଇ ଅବସରରେ ଗାଁ ର ଛାତ୍ର ଛାତ୍ରୀ ମାନଙ୍କ ପ୍ରତିଭାକୁ ପ୍ରାଧାନ୍ୟ ଦେବା ପାଇଁ ବିଭିନ୍ନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା । ଅନେକ ଛାତ୍ର ଛାତ୍ରୀ ରଚନା, ବକୃତା, କୁଇଜ୍, ହାଣ୍ଡି ଫଟା, ଚୌକି ବସା, ଏବଂ ପୁଛି ଖେଳରେ ଅଂଶଗ୍ରହଣ କରି ଅତି ସୁନ୍ଦର୍ ପ୍ରଦର୍ଶନ କରିଥିଲେ। ସଭା ର ମୁଖ୍ୟ ଅତିଥି ଭାବରେ ହବସପୁର ପଞ୍ଚାୟତ ସରପଞ୍ଚ ଶ୍ରୀ ବିକାଶ ପଣ୍ଡା ଏବଂ ଉମେଶ ଚନ୍ଦ୍ର ନିଆଲ ଯୋଗ ଦେଇ ଛାତ୍ର ଛାତ୍ରୀ ଏବଂ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଅମ୍ବାଦୁଲା ଗ୍ରାମର ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ତାଙ୍କ ମଧ୍ୟରେ ଥିଲେ ନାଏକ ଗହିର, ନିରାକାର ନିଆଲ୍, ନବଗୁଞ୍ଜର ନାଏକ, ଟଙ୍କଧର ବାଗ, ଜଟଧର ବାଗ, ଲକ୍ଷ୍ମୀକାନ୍ତ ବାଗ, ଶ୍ରୀପତି ବେହେରା, ହିରାଲାଲ ନିଆଲ, ବିରଞ୍ଚି ପାଣିଗ୍ରାହୀ, ନରେଶ୍ୱର ନିଆଲ, ମକୁନ୍ଦ ନାଏକ ଏବଂ ସଭାବନ ଶଗଡ଼ିଆ l ଉକ୍ତ ସଭାରେ ଗ୍ରାମର ନୂତନ ଭାବେ ଯୋଗଦେଇଥିବା ସରକାରୀ କର୍ମଚାରୀ ଯୁବକ ଯୁବତୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ସେହି ଗ୍ରାମ ରୁ ଜଣେ ଯୁବତୀ ଗୀତାଞ୍ଜଳି ନିଆଲ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେ ଚାକିରି ପାଇଥିବାରୁ ତାଙ୍କୁ ସମ୍ମାନୀତ କରିବା ସଙ୍ଗେ ସଙ୍ଗେ ଆସିଷ୍ଟାଣ୍ଟ କମାଣ୍ଡେଣ୍ଟ ପଦବୀ ରେ ପଦୋନ୍ନତି ହୋଇଥିବା ଖଗପତି ନାଏକ ଏବଂ ଏସ୍ ବି ଆଇ ବ୍ରାଞ୍ଚ ମ୍ୟାନେଜର ଶ୍ରୀ ବଳଭଦ୍ର ନିଆଲ ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହାବ୍ୟତୀତ ଗ୍ରାମର ମେଧାବୀ ଛାତ୍ର ଛାତ୍ରୀ ଯେଉଁ ମାନେ ଦଶମ ତଥା ଦ୍ଵାଦଶ ଶ୍ରେଣୀରେ ଅଧିକ ନମ୍ବର ରଖି ଉତିର୍ଣ୍ଣ ହେଇଛନ୍ତି ତାଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ସୌରଭ କୁମ୍ଭାର ଯିଏ କି ପଶ୍ଚିମ ଓଡ଼ିଶାର ଟପ୍ପର ଭାବରେ ପରିଚିତ ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶେଷରେ ଗ୍ରାମର ବାଳକ ବାଳିକା ମାନେ ଅତି ସୁନ୍ଦର୍ ଓ ଚମତ୍କାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ନୂଆଁଖାଇ ଭେଟ ଘାଟ ଟି ଅମ୍ବାଦୁଲା ନୂଆଁଖାଇ ଭେଟ ଘାଟ କମିଟି ଦ୍ବାରା ଆୟୋଜନ କରାଯାଇଥିଲା ଏବଂ କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସୁବାସ ଚନ୍ଦ୍ର ନାଏକ, ଦିନେଶ ବିହାରୀ, ଦିଗାମ୍ବର ନାଏକ, ରୁପେଶ ନିଆଲ, ଧୀରେନ୍ଦ୍ର ନିଆଲ, ଭୋଲେଶ୍ୱର୍ ନାଏକ, ରାଜେନ୍ଦ୍ର ପାଣିଗ୍ରାହୀ, ସରୋଜ କୁମାର ନିଆଲ, ରାହୁଲ ନିଆଲ, ଚନ୍ଦ୍ରମଣି ନାଏକ, ତୁଷାର ପାଣିଗ୍ରାହୀ, ରସାନନ୍ଦ ନାଏକ, ଅଭିନ୍ନ ବିଶ୍ଵାଳ, ନିର୍ମଳ ବାଗ ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଭାବରେ ସହଯୋଗ କରି ଥିଲେ। ଅମ୍ବାଦୁଲା ଇନ୍ଦିରା କ୍ଲବ୍ ର ସଭାପତି ତଥା ମୁମ୍ବାଇରେ ପିଏଚଡି ଅଧ୍ୟୟନରତ ରମାକାନ୍ତ ନାଏକ ଏହି ଉତ୍ସବ ଆମ ସମାଜରେ ରହିଥିବା ସାମାଜିକ ଦୂରତାକୁ କମ୍ କରିବାରେ ସାହଯ୍ୟ କରିବା ସଙ୍ଗେ ସଙ୍ଗେ ଗ୍ରାମର ଛାତ୍ର ଛାତ୍ରୀ ଯୁବକ ଯୁବତୀ ମାନଙ୍କୁ ସମାଜ କଲ୍ୟାଣ ପାଇଁ ପ୍ରେରିତ କରିବ ବୋଲି ମତ ପ୍ରକାଶ କରିଥିଲେ ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ମହାତ୍ମାଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ସମାରୋହ

masiha

ସରିଲା କାମାକ୍ଷାନଗର ମହୋତ୍ସବ 

Sunil Chandra Nayak

ହାରଭେଷ୍ଟ ଫେଷ୍ଟିଭାଲ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort