ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

୧୫ ଦିନରେ ପହଞ୍ଚିଲା ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ

ଜିଲ୍ଲା ମାନ୍ୟତା ଘୋଷଣା ପାଇଁ ମାଁ ଲଙ୍କେଶ୍ୱରୀ ସରକାରଙ୍କୁ ସତବୁଦ୍ଧି ଦିଅନ୍ତୁ : କ୍ରିୟାନୁଷ୍ଠାନ କମିଟି

ଜୁନାଗଡ଼୨୩/୯(ମ ନି ସ) : ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଜୁନାଗଡ଼ ବାସୀଙ୍କ ଧାରଣା ଆଜି ୧୫ ଦିନରେ ପହଞ୍ଚିଛି । ନୂଆଖାଇ ପାଇଁ ଧାରଣାକୁ ସ୍ଥଗିତ ରଖାଯିବା ପରେ ଆଜି ପୁଣିଥରେ ଗଣଧାରଣା ଆରମ୍ଭ ହୋଇଛି । ଜୁନାଗଡ଼ ହେଉଛି ପୁରୁଣା ରାଜଧାନୀ । ସେହି ଅନୁସାରେ ପଞ୍ଚମି ତିଥିରେ ନୁଆଁଖାଇ ପାଇଁ ଜୁନାଗଡ଼ ସ୍ଥିତ ଦଧିବାମନ ମନ୍ଦିରରେ ଲଗ୍ନ ନିର୍ଧାରଣ କରାଯାଇଥାଏ । ଫଳରେ କଳାହାଣ୍ଡି ଜିଲ୍ଲାର ଗଡ଼ଜାତ ଅଞ୍ଚଳକୁ ଛାଡି ଏହି ଲଗ୍ନ ଅନୁସାରେ ,ଧର୍ମଗଡ଼, ଜୁନାଗଡ଼, କୋକସରା, କଲମପୁର, ଗୋଲାମୁଣ୍ଡା ବ୍ଲକ ର ଲୋକେ ନୂଆଁଖାଇ ଥାନ୍ତି । ଏବେବି ସେହି ଅତୀତର ପରମ୍ପରାକୁ ବଜାଇ ରଖାଯାଇଛି । ତେଣୁ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଘୋଷଣା ନେଇ ପ୍ରଭୁ ଦଧିବାମନ ଓ ମାଁ ଲଙ୍କେଶ୍ୱରୀ ରାଜ୍ୟ ସରକାରଙ୍କୁ ସତବୁଦ୍ଧି ଦିଅନ୍ତୁ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଉଦବୋଧନ ଦେଇଥିଲେ । କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିକ୍ଷୋଭ ସଭାରେ ପ୍ରଭାତ କୁମାର ଦାଶ, ସନ୍ଦୀପ ସାହୁ, ସଞ୍ଜୟ ଅଗ୍ରୱାଲ, ସୁଜିତ ପଣ୍ଡା, କାଶୀନାଥ ଘି, ଅବିନାଶ ମୁଣ୍ଡ, ଶ୍ରମିକ ନେତାବିରଞ୍ଚି ପଣ୍ଡା, ଆଦିତ୍ୟ ମହାନ୍ତି, ଅଶୋକ କୁମାର ପାତ୍ର, ଦିପେନ କୁମାର ସାହୁ,ପ୍ରମୋଦ ବେହେରା, ତାରା ପ୍ରସାଦ ରାୟଗୁରୁ, ରାଜେନ୍ଦ୍ର ମେହେର, ଶୁଶୀଳ ପାଢ଼ୀ, ସୁରେଶ ପଣ୍ଡା, ପୁରନେନ୍ଦୁ ମାଝୀ ପ୍ରମୁଖ ଉଦବୋଧନ ଦେଇଥିଲେ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଓଡିଶାର କୃଷିକୁ ସଶକ୍ତ କରିବା ପାଇଁ ପାଣ୍ଠି ଏବଂ ସହାୟତା ଆବଣ୍ଟନ ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ ଅଣ ତାରକା ପ୍ରଶ୍ନ

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ତାନଶ୍ରୀ

masiha

କୌଶିକ ବାବା ଯୁକ୍ତ ତିନି ମହାବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort