ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିଂସାରୀ ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ

ସିଂସାରୀ ରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ 

ଡାବୁଗାଁ, ୨୪/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରୀ ଫାଣ୍ଡି ଅ଼ଞ୍ଚଳର ବାତ୍ୟା ଆଶ୍ରୟ ସ୍ଥଳୀ ଠାରେ ଆମ ପୋଲିସ ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଡାବୁଗାଁ ଥାନା ଅଧିକାରୀ ସୁନୀଲ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସିଂସାରୀ ଗ୍ରାମ ପଞ୍ଚାୟତ ନାଏବ ସରପଞ୍ଚ ଚଇନ ସିଂ ମାଝୀ, ଏଏସଆଇ ଶିଶିର କୁମାର ଘୋଷ, ବିଜୟ କୁମାର ସାହୁ, ଓ ସୀମାଞ୍ଚଳ ମହାରଣା ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ l ଥାନା ଅଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଜନ ସାଧାରଣ ମାନଙ୍କୁ ପୋଲିସ କୁ ଭୟ ନ କରି ନିଜ ର ଅସୁବିଧା ସମ୍ପର୍କରେ ନିର୍ଭୟରେ ପ୍ରକାଶ କରିବାକୁ ପରାମର୍ଶ ଦେଇଥିଲେ l ପୋଲିସ ଓ ଜନସାଧାରଣଙ୍କ ସମ୍ପର୍କ ଅତି ନିବିଡ ହେଲେ ଉଚିତ୍ ନ୍ୟାୟ ପାଇବାରେ ଅସୁବିଧା ହେବ ନାହିଁ ବୋଲି ସେ କହିଥିଲେ l ଏଣୁ ପୋଲିସ ସହ ସୁସମ୍ପର୍କ ରହିବା ନିହାତି ଜରୁରୀ ଅଟେ l ବାଲ୍ୟବିବାହ କରିବା ର ଅପକାରୀତା ଓ ଦଣ୍ଡ ଉପରେ ବ୍ୟାପକ ଉପଦେଶମୂଳକ ତଥ୍ୟ ଉପସ୍ଥାପନ କରି ଜନସାଧାରଣଙ୍କ ମାନଙ୍କୁ ସଚେତନ କରାଇଥିଲେ l ବିବାହ ର ବୟସ କେତେ ହେବା ଦରକାର, ଠିକ୍ ସମୟରେ ବିବାହ କରି ସୁସ୍ଥ ଶିଶୁ ଜନ୍ମ ଦେଇ ନିରୋଗ ରୋଗମୁକ୍ତ ଶିଶୁ ର ବିକାଶ ଦିଗରେ ସମସ୍ତଙ୍କୁ ସଚେତନ କରାଇ ଥିଲେ ଓ କମ୍ ବୟସରେ ବିବାହ ଆଇନତଃ ଦଣ୍ଡ,ସେହି ବିଷୟ ସମ୍ବନ୍ଧୀୟ ଆଇନ ଉପରେ ବ୍ୟାପକ ପରାମର୍ଶ ଦେଇଥିଲେ l ଶେଷରେ ସିଂସାରୀ ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହାଲଓ୍ୱା ସମସ୍ତ ଅତିଥି ଓ ଜନସାଧାରଣମାନଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ପୋଲିସ କର୍ମଚାରୀ ମାନେ ସହଯୋଗ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜନ୍ମ ଦିବସ ଉପଲକ୍ଷେ ଆଶିଷ

Sunil Chandra Nayak

ନୀଲମ ଫାଉଣ୍ଡେସନ ତରଫରୁ ଗୁରୁଦିବସ ପାଳନ

masiha

UVP writes a Demand Letter to the Director/Secretary of NRLM

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort