ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଇକରୁ ପଡି ଅଧ୍ୟାପକ ଗୁରୁତର

ନୂଆପଡା ଜିଲ୍ଲା ବୁଦ୍ଧିକୋମନା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ ରାଜକୁମାର ସୁନାନୀ ବାଇକରୁ ପଡି ଗୁରୁତର ଆହତ ହୋଇଛନ୍ତି ।କଲେଜ କାମରେ ଯାଉ ଥିବା ବେଳେ ବାଇକରୁ ପଡି ଯାଇ ଥିଲେ । ସେ ଏବେ ଭଵାନୀପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେ ଅଧ୍ୟାପନା କରୁ ଥିବା ବେଳେ ଜଣେ ସମାଜସେବୀ ଅଟନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବଡ଼ ଖବର ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ଙ୍କର ଗିରଫ କୁ ନେଇ ଫୁଲବାଣୀ ପ୍ରେସକ୍ଳବ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ

ବିପଦପୁର୍ଣ୍ଣ ଅବସ୍ଥାରେ ଅଙ୍ଗନ ୱାଡି କେନ୍ଦ୍ର

Sunil Chandra Nayak

ମ.ରାମପୁର ଶ୍ରୀ ରାମଲୀଳା ନାଟ୍ୟ ମହୋତ୍ସବ: ପ୍ରଥମ ଦିନ ଆଦ୍ୟ କାଣ୍ଡ ଓ ଅଯୋଧ୍ୟାକାଣ୍ଡ ମଂଚସ୍ଥ

Sunil Chandra Nayak

Leave a Comment

error: Content is protected !!