ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜନ ଏକ  ମଣ୍ଡଳିର ଆଲୋଚନା ବୈଠକ 

ଜନ ଏକ  ମଣ୍ଡଳିର ଆଲୋଚନା ବୈଠକ 

ବନ୍ଧୁଗାଁ ତା,୨୮/୯/୨୩, // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଜନ-ଏକ ମଣ୍ଡଳିର ସାତଗୋଟି ପଞ୍ଚାୟତର ପଞ୍ଚାୟତ ସଭାପତିଙ୍କୁ ନେଇ ହବାକୁ ଥିବା ଆଗାମି ୨୦୨୪ ଲୋକ ସଭା ନିର୍ବାଚନ ପାଇଁ କୁମ୍ଭାରୀ ପୁଟ ସାପ୍ତାହିକ ବଜାର ଠାରେ ଏକ ସାଧାରଣ ଆଲୋଚନା ବୈଠକ ହୋଇଯାଇଛି I ଆଜିର ବୈଠକରେ ପ୍ରଧାନ ମନ୍ତ୍ରୀଙ୍କ ଯୋଜନାକୁ ନେଇ ଘର ଘର ଓ ଗାଁ ଗାଁ କଣ କଣକୁ ଯୋଜନା ବିଷୟରେ ଲୋକଙ୍କ ନିକଟକୁ ଯାଇ ଲୋକଙ୍କୁ ଜଣାଇବା ସହ ଯୋଜନାରେ ଯେମିତି କି ବଞ୍ଚିତ ନ ହେବେ,ପଞ୍ଚାୟତର ସଭାପତି ମାନେ ନିଜ ନିଜ ପଞ୍ଚୟତର ସମସ୍ତ ଗ୍ରାମକୁ ଯାଇ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ପ୍ରତ୍ୟକ ସେବାରେ ସାହାଯ୍ୟ କରିବେ ଓ ଦୁଃଖ ସୁଖରେ ସମୟ ଦେଇ ଆଗାମୀ ନିର୍ବାଚନ ପାଇଁ ବିଜେପି ଦଳର ସମସ୍ତ କର୍ମୀ ଏକତ୍ରିତ ଭାବରେ ଆଗାମି ନିର୍ବାଚନ ପାଇଁ   ସୁଦୃଢ ଭାବରେ ଦଳକୁ ମଜଭୁତ କରିବା ପାଇଁ ଆଜିର ଆଲୋଚନା ବୈଠକରେ ଆଲୋଚନା କରାଯାଇ ଥିବାର ଦେଖିବାକୁ ମିଳିଛି I ଏଥିରେ ବନ୍ଧୁଗାଁ ବ୍ଲକର କୁମ୍ଭାରୀ ପୁଟ ମଣ୍ଡଳିର ପ୍ରଭାରି ଭାବରେ ଦାୟିତ୍ୱରେ ରହିଥିବା ନାରାୟଣ ପାଟଣା ବ୍ଲକର ମଙ୍ଗଳ ମଣି ତୁରୁକ, ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ବିଧାୟକ ଭାବରେ ଆଶାଇ ପ୍ରାର୍ଥୀ ଶ୍ରୀ ସୀତାରାମ କେଣ୍ଡରୁକା ମୁଖ୍ୟ ଅତିଥି ଭାବରେ ଯୋଗଦାନ ଦେଇଥିଲେ I ଜନ ଏକ ମଣ୍ଡଳିର ସଭାପତି ମକର ଧ୍ଵଜ ଖରା ଓ ସାତଗୋଟି ପଞ୍ଚାୟତ ୧.ପଞ୍ଚାୟତ ସୋଭାପତି ମନେ କମ୍ବୁଗାଣ୍ଡା -ସୁରେନ୍ଦ୍ର କାଡ୍ରାକା, ୨. କାନାଗାଁ -ନରେନ୍ଦ୍ର କନ୍ଦ ପାନ, ୩-ନିଲାବାଡ଼ି-ଦାମ ହୁଇକା, ୪-ଜାଗୁଗୁଡା -କୋପିଲାସ ନିମାଲପୁରୀ, ୫-କୁମ୍ଭାରୀପୁଟ -ଗଣେଷ ନାଗ, ୬-କୁଟ୍ରାବେଡା-ତିରନାଥ ସାରକା, ୭-ଗାରିଡି-ମାରିଗା ହିକକା ଓ ଜନ ଏକର ବିଜେପି ଦଳର ବରିଷ୍ଟ କାର୍ଯ୍ୟକାରି ତପି ତେଣ୍ଟାବାରିଆଙ୍କ ସହ ୭ଗୋଟି ପଞ୍ଚାୟତର ବିଜେପି ଦଳର କର୍ମୀମାନଙ୍କ ଉପସ୍ଥିତ ହୋଇଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ କଳାହାଣ୍ଡିରେ ‘ଜନଜାଗରଣ ଅଭିଯାନ’ ଉଦ୍‌ଯାପିତ

କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ମୁଣ୍ଡରେ ‘ମହିଳା ବିରୋଧୀ’ କଳଙ୍କର ଷ୍ଟାମ୍ପ ଲାଗିଗଲା: ମୋହନ ଚରଣ ମାଝୀ

Sunil Chandra Nayak

ରାଜ୍ୟ ରାଜନୀତି ର ଏକଛତ୍ର ବାଦି ନେତା ଙ୍କ କୁଶ ପୁତ୍ତଳିକା ଦାହକଲା ଜିଲ୍ଲା କଂଗ୍ରେସ

masiha

Leave a Comment

error: Content is protected !!