ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି ରେ ଯୋଗଦାନ

ବିଜେଡିରେ ଯୋଗଦେଲେ ଖଡିଆଳ ବ୍ଲକ ସୁନାରି ସିକୁଆଁ ଗ୍ରାମ ପଞଚାୟତର ନବନିର୍ବାଚିତ ସରପଂଚ ଭୋଲେଶ୍ୱରି ଦାସ । ଏହି ପରିପ୍ରେକ୍ଷୀରେ ଦଳ ପକ୍ଷରୁ ନୂଆପଡା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ , ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ,ନିର୍ବାଚିତ ଜିଲା ପରିଷଦ ସଦସ୍ୟ ଉପସ୍ଥିତ ଥିଲେ । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରବୀନ୍ଦ୍ର କୁମାର ବେହେରା ଙ୍କ କବିତା – ପ୍ରତିବାଦ

Sunil Chandra Nayak

କୋକସରା ମେଡିକାଲରେ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

Sunil Chandra Nayak

ଜାତୀୟ ସ୍ତରରେ ଥୁଆମୂଳ ରାମପୁର ର ସଫଳତା

Sunil Chandra Nayak

Leave a Comment

error: Content is protected !!