ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ନବ ନିର୍ବାଚିତ ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତାଙ୍କ ପ୍ରତିକ୍ରିୟା

ଖଡ଼ିଆଳ ନବ ବିର୍ବାଚିତ ଅଧକ୍ଷ ଉଜ୍ଜ୍ୱଳ ଗୁପ୍ତାଙ୍କ ପ୍ରତିକ୍ରିୟା। ଖଡ଼ିଆଳ କୁ ନୂତନ ଖଡ଼ିଆଳ, ଏବଂ ସ୍ବଚ୍ଛ ଏବଂ ସବୁଜ ଖଡ଼ିଆଳ ଗଠନ କରିବା ସଂକଳ୍ପ କୁ ପୂରଣ କରିବୁ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଖଡ଼ିଆଳ ବିଧାୟକଙ୍କ ସହିତ ଖଡ଼ିଆଲର ବିକାଶ କରିବୁ ବୋଲି ମତବ୍ୟକ୍ତ କରିଥିଲେ। ଏହି ବିଜୟ ସମସ୍ତ ନାଗରିକଙ୍କ ବିଜୟଏବଂ ଶ୍ରେୟ ଅଟେ ବୋଲି କହିଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ରଥ

ଶ୍ରୀନିବାସ ପଣ୍ଡା ଙ୍କ କବିତା ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!