ସ୍ୱଚ୍ଛ ଭାରତ ଅଭିଯାନ
କଟକ : ଗାଁ କଲ୍ୟାଣ ସମିତି ୪୨ ମୌଜା ଝିଙ୍କିରିଆ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ କରାଯାଉଛି । ଏଥିରେ ଆଶାକର୍ମୀ କାଦମ୍ବିନୀ ଦେଵତା, ତ୍ରିଲୋଚନ ପଣ୍ଡା, ମାମିନା ଆଚାର୍ଯ୍ୟ, ମମତା ନନ୍ଦ, ଚନ୍ଦ୍ରାବତି ଦାଶ, କାଂହୂ ଦେବତା, ସୁନ୍ୟବାଶି ଦେଵତା, ଏସ.ଏଚ.ଜି ମେୟର ସରସ୍ବତୀ ଦେବତା, ମନ୍ଦାକିନୀ ଦେଵତା ପ୍ରମୁଖ ଉପସ୍ଥିତ ଥିଲେ ।