ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାହୁଲ ତାଣ୍ଡି ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ

ରାହୁଲ ତାଣ୍ଡି ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ

ଗୋଲାମୁଣ୍ଡା/୧୨/୧୦/ନିର୍ଭୟ ନିରପେକ୍ଷ ମସିହା/ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାର ୭ ଜଣ ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଅଛନ୍ତି ଗୋଲାମୁଣ୍ଡା ବ୍ଲକ ବୃନ୍ଦାବାହାଲ ପଞ୍ଚାୟତ ଗୋଇନ୍ଦିମୁଣ୍ଡା ଗ୍ରାମର ଜାତୀୟ ଯୁବ ସ୍ବେଛାସେବୀ ରାହୁଲ ତାଣ୍ଡି (ଗୋଇନ୍ଦିମୁଣ୍ଡା) ଗ୍ରାମର ଶ୍ରୀଯୁକ୍ତ ଧନବଲ୍ ତାଣ୍ଡି ଓ ତୁଳସୀ ତାଣ୍ଡି ଙ୍କ ସୁପୁତ୍ର ରାହୁଲ୍ ତାଣ୍ଡି ,ଶ୍ରୀ ତାଣ୍ଡି ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ଙ୍କ ନେତୃତ୍ୱ ରେ ଦୀର୍ଘ 5 ବର୍ଷ ଧରି ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ସହଯୋଗରେ ସ୍ୱଚ୍ଛତା କାର୍ଯ୍ୟକ୍ରମ , ବୃକ୍ଷ ରୋପଣ, ମୃତିକା ସଂରକ୍ଷଣ, ଜଲଛାତ୍ର ଆଉ କେତେ ବେଳେ ବାନ୍ୟଜନ୍ତୁ ଓ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ ପାନୀୟ ଯୋଗାଇଦେବା ସହ ସ୍ଥାନାନ୍ତରିତ କରିବା ରେ ସାହାଯ୍ୟ,ମାଗଣା ସ୍ଵାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଆଉ କେତେବେଳେ ଦୁର୍ଘଟଣା ଘଟି ଥିବା ସ୍ଥାନରେ ଉପସ୍ଥିତ ରହି ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନ ନେବାର ବ୍ୟବସ୍ଥା କରିବା ସହ ରୋଗ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟକ୍ରମ ମାନ କରି ଲୋକମାନକୁ ସଚେତନ କରୁଛନ୍ତିସ୍ଥାନାନ୍ତରିତ କରିବା ରେ ସାହାଯ୍ୟ,ମାଗଣା ସ୍ଵାସ୍ଥ୍ୟ ଶିବିର, ରକ୍ତଦାନ ଶିବିର ଆଉ କେତେବେଳେ ଦୁର୍ଘଟଣା ଘଟି ଥିବା ସ୍ଥାନରେ ଉପସ୍ଥିତ ରହି ଆହତ ହୋଇଥିବା ବ୍ୟକ୍ତିଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ଡାକ୍ତର ଖାନ ନେବାର ବ୍ୟବସ୍ଥା କରିବା ସହ ରୋଗ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟକ୍ରମ ମାନ କରି ଲୋକମାନକୁ ସଚେତନ କରୁଛନ୍ତି ତେଣୁ ରାହୁଲ ତାଣ୍ଡି ଙ୍କୁ ଓଡିଶା ସରକାରଙ୍କ ଜଙ୍ଗଳ ଓ ପରିବେଶ ସୁରକ୍ଷା ବିଭାଗ ତରଫରୁ ଆଜି ଜିଲ୍ଲା ମୁଖ୍ୟ ବନବିଭାଗ ଭାବନୀପାଟଣା ତରଫରୁ ଜିଲ୍ଲା ବନବିଭାଗ ଅଧିକାରୀ ଶ୍ରୀ ଅନୁରାଗ ମିଶ୍ର ଓ ସମସ୍ତ ଜଙ୍ଗଲ ବିଭାଗ ର କର୍ମକର୍ତ୍ତା ଙ୍କ ଦ୍ଵାରା ପ୍ରକୃତି ବନ୍ଧୁ ପୁରସ୍କାର ରେ ସମ୍ମାନିତ କରାଯାଇଛି!

ଗୋଲାମୁଣ୍ଡା ବ୍ଲକ ରୁ ରାମ କୁମାର ସେନାପତିଙ୍କ ରିପୋର୍ଟ ପ୍ରଗତି ଶିଳ ମସିହା

Related posts

Hindalco Launched hands on training for first batch of local girls to make them work ready for Apparel Factory being set up at Phuljoba.  

masiha

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା 

Sunil Chandra Nayak

ଶ୍ରୀ ଶ୍ରୀ କୁଞ୍ଜବିହାରୀ ପାଠାଗାରର ମାସିକ ଆଲୋଚନା ଚକ୍ର  ଆଧ୍ୟାତ୍ମିକ ଆଚରଣ ଜଳବାୟୁ ପରିବର୍ତ୍ତନ ର ସମାଧାନ 

Leave a Comment

error: Content is protected !!