ପ୍ରକାଶ ପାଇଲା ମେଧାଅନ୍ଵେଷଣ ବା ସାଧାରଣ ଜ୍ଞାନ ପ୍ରତିଯୋଗିତାର ଫଳାଫଳ
ବାଲେଶ୍ଵର,୧୩/୧୦/୨୩- ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଏକ ଶିକ୍ଷାର ଅନୁଷ୍ଠାନ । ଏହା ୨୦୧୯ ମସିହାରେ ବାଲେଶ୍ବର ଜିଲ୍ଳା ଖଇରା ଠାରେ ଗଢିଉଠି ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ଅହରହ ଉଦ୍ୟମ ଜାରୀ ରଖିଛି । ସରକାରୀ ଘରେ ପଞ୍ଜିକରଣ ମଧ୍ୟ ସରିଛି । ରାଜ୍ୟର ବିଭନ୍ନ ଜିଲ୍ଲାରୁ ସାହିତ୍ୟ ସାଧକ ଓ ସାଧିକା ମାନେ ଉକ୍ତ ଅନୁଷ୍ଠାନରେ ସ୍ଥାନ ପାଇଛନ୍ତି ଏବଂ ଆଗକୁ ମଧ୍ୟ ସ୍ଥାନ ପାଇବେ । ଅନୁଷ୍ଠାନ ଦ୍ଵାରା ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ କରାଯାଇ କିଛି ନା କିଛି ଶିକ୍ଷା ଦିଆଯାଇଥାଏ ସାହିତ୍ୟ ବନ୍ଧୁ ମାନଙ୍କୁ । କବିତା, ଅଘୋଷିତ କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟରଚନା, ଏକାଙ୍କିକା, ଫଟୋ ଓ ମେଧାଅନ୍ଵେଷଣ ବା ସାଧାରଣ ଜ୍ଞାନ ପରି ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସମସ୍ତଙ୍କ ହୃଦୟରେ ସାହିତ୍ୟ ଭାବନାକୁ ଜାଗ୍ରତ କରିଥାଏ ଏଵଂ ସୁନ୍ଦର ସାହିତ୍ୟ ସୃଷ୍ଟି ନିମନ୍ତେ ଉତ୍ସାହିତ କରିଥାଏ ଅନୁଷ୍ଠାନ । ଗଦ୍ୟ ସାହିତ୍ୟର ଉନ୍ନତି ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ପଦ୍ଯ ସାହିତ୍ୟକୁ ଇଚ୍ଛାଧୀନ ଭାବେ ଗ୍ରହଣ କରାଯାଇଥାଏ । ଏହି ପରିପ୍ରେକ୍ଷୀରେ ଗତ ୦୮/୧୦/୨୩ ରିଖ ଦିନ ମେଧାଅନ୍ଵେଷଣ ବା ସାଧାରଣ ଜ୍ଞାନ ପ୍ରତିଯୋଗିତା ମୋ ଅନୁଷ୍ଠାନ ହ୍ବାର୍ଟସପ୍ ଗୃପରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟର ବିଭନ୍ନ ଜିଲ୍ଲାରୁ ଇଚ୍ଛୁକ ସାହିତ୍ୟ ବନ୍ଧୁ ମାନେ ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ ଫଳାଫଳରେ ସ୍ଥାନ ହାସଲ କରିଥିଲେ ।
ସେମାନେ ହେଲେ (୧) ବିବାସିନୀ ପଟ୍ଟନାୟକ,କାଳୁପଡାଘଟ, ଖୋର୍ଦ୍ଧା ୧୦ ନମ୍ବର (୨) ଗୀତାଞ୍ଜଳି ପୃଷ୍ଟି, କଟକ- ୧୦ ନମ୍ବର (୩) ମମତା କୁମାରୀ ସୁଆର, ବେଗୁନିଆପଡା, ଗଞ୍ଜାମ- ୧୦ ନମ୍ବର (୪) ମନୋରମା ଦାସ, ଦଶରଥପୁର, ଯାଜପୁର- ୮ ନମ୍ବର (୫) ସବିତା ଶତପଥୀ, କୋରାପୁଟ- ୮ନମ୍ଵର (୬) ଦ୍ରୌପଦୀ ମହାପାତ୍ର, ତିଆରି, କେନ୍ଦ୍ରାପଡ଼ା- ୭ ନମ୍ଵର (୭) ଚିତ୍ରାରାଣୀ ପାତ୍ର, ସହଦେବ ଖୁଣ୍ଟା, ବାଲେଶ୍ଵର- ୧୦ ନମ୍ବର (୮) ସବିତା ତ୍ରିପାଠୀ, ଚିତ୍ରକୋଣ୍ଡା, ମାଲକାନଗିରି- ୯ ନମ୍ବର (୯) ଦେବରାଜ୍ ରଣା, ଚାଉଳଡିଆ, ବଲାଙ୍ଗୀର- ୮ ନମ୍ବର (୧୦) ସୁଶ୍ରୀ ବାଗ୍ମୀତା ମହାପାତ୍ର, ବାଲେଶ୍ଵର- ୧୦ ନମ୍ବର (୧୧) ଗୀତା ମଞ୍ଜରୀ ଦାସ, ବରପଦା, ଭଦ୍ରକ- ୮ ନମ୍ଵର (୧୨) ସଞ୍ଜୁକ୍ତା ସାହୁ, ରାହାମ, ଜଗତସିଂହପୁର- ୮ ନମ୍ବର (୧୩) ଦିଲିପ୍ କୁମାର ନାୟକ, ନରଣପଡା, କେନ୍ଦ୍ରାପଡ଼ା- ୯ ନମ୍ବର (୧୪) ସାଇପ୍ରିୟା ନାୟକ, ଭଦ୍ରକ- ୮ ନମ୍ବର (୧୫) ପ୍ରିୟମ୍ବଦା ରାଉତ, ମାଲକାନଗିରି- ୭ ନମ୍ବର (୧୬) ତ୍ରିନାଥ ପଟ୍ଟନାୟକ, ଗାନ୍ଧୀନଗର, କୋରାପୁଟ- ୭ ନମ୍ବର (୧୭) ସତ୍ୟବତୀ ସ୍ବାଇଁ, ଜଗତସିଂହପୁର- ୯ ନମ୍ବର (୧୮) ଶୁଭମ୍ ମହାନ୍ତି, ବାଲେଶ୍ଵର- ୧୦ ନମ୍ବର (୧୯) ଶାନ୍ତିଲତା ପଣ୍ଡା, ବାଲେଶ୍ଵର- ୮ ନମ୍ବର (୨୦) ସବିତା ଶତପଥୀ, ଭୁବନେଶ୍ୱର- ୧୦ ନମ୍ବର (୨୧) ସନ୍ଧ୍ୟାରାଣୀ ପାଣିଗ୍ରାହୀ, ମାର୍କୋଣା, ବାଲେଶ୍ଵର- ୮ ନମ୍ବର (୨୨) ସିଦ୍ଧାର୍ଥ ପରମାଣିକ, ବାଲେଶ୍ଵର- ୧୦ ନମ୍ବର (୨୩) ରୁବିଲତା ଦାସ, ତିହିଡି, ଭଦ୍ରକ- ୧୦ ନମ୍ବର (୨୪) ସୁଜାତା ଦାସ ମହାନ୍ତି, କଟକ- ୧୦ ନମ୍ବର (୨୫) ତେଜସ୍ଵିନୀ ସାମଲ, କେନ୍ଦ୍ରାପଡା- ୯ ନମ୍ବର (୨୬) ରଞ୍ଜୁଲତା ପାଢ଼ୀ, ରାଉରକେଲା, ସୁନ୍ଦରଗଡ- ୮ ନମ୍ବର (୨୭) ସନ୍ଧ୍ୟାରାଣୀ ବେହେରା, କୁମାରୀ, ବାଲେଶ୍ଵର- ୭ ନମ୍ବର (୨୮) ରଶ୍ମିତା ଧଳ, ପରିଡାସାହି, କଟକ- ୮ ନମ୍ବର (୨୯) ପ୍ରମିଳା ଗାହାଣ,କୁମାରମୌଦା,ଖଇରା,ବାଲେଶ୍ଵର- ୯ ନମ୍ବର (୩୦) ସରୋଜିନୀ ଜେନା, ଚାଷୀଖଣ୍ଡ, ଜଗତସିଂହପୁର- ୯ ନମ୍ବର (୩୧) ପ୍ରିୟଙ୍କା ବିଶ୍ଵାଳ,ଝିଙ୍କିରିଆ,ଖଇରା, ବାଲେଶ୍ଵର- ୯ ନମ୍ବର (୩୨) ପ୍ରିୟଙ୍କା ରାଉତ,କଣ୍ଟାମାଳ,ବୌଦ୍ଧ- ୯ ନମ୍ବର (୩୩) ଛବି ରଥ, ଧୁଷୁରୀ, ଭଦ୍ରକ- ୬ ନମ୍ବର (୩୪) ରଶ୍ମିରେଖା ସାହୁ, କଳିଙ୍ଗନଗର, ଖୋର୍ଦ୍ଧା- ୮ ନମ୍ବର (୩୫) ସତ୍ୟ ସିଂ ବାଗ, ତେରେସିଂହା, କଳାହାଣ୍ଡି- ୮ ନମ୍ବର (୩୬) ଅରୁଣ କୁମାର ମହାପାତ୍ର, ଅଶ୍ଵପୁରମ୍, ତେଲେଙ୍ଗାନା- ୮ ନମ୍ବର (୩୭) ଜାନକୀ ମହାନ୍ତ, ବାଙ୍ଗାଲୋର- ୮ ନମ୍ବର (୩୮) ପ୍ରେମଲତା ଗିରି, କେନ୍ଦ୍ରାପଡା- ୭ ନମ୍ବର ରଖିଛନ୍ତି । ସମସ୍ତଙ୍କ ଖାତା ଦେଖି ନମ୍ବର ଦେଇଥିଲେ ଗୀତିକବି, ସାହିତ୍ୟ ଗବେଷିକା ଏବଂ ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ର ପଦପଦବୀରେ ଥିବା କୁମାରୀ ପୂର୍ଣ୍ଣିମା ସିଂ । ସମସ୍ତ ପ୍ରତିଯୋଗୀ ମନଙ୍କର କିଛି ଶିଖିବାର ଆଗ୍ରହ ମନୋବୃତ୍ତି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୋ ଅନୁଷ୍ଠାନ ସମ୍ପାଦକ ।।