ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

 ଢେ଼ଙ୍କାନାଳ(ମ ସୀ ହା)୧୭/୧୧_ମହିଳା ଓ ଓଡ଼ିଶା ଶିଶୁ ବିକାଶ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ କୁ ତୃତୀୟ ପୁରସ୍କାର ଭାବେ ପୋଷଣ ମାହା ୨୦୨୩ର ସଫଳ ଆୟୋଜକ ଭାବେ ପୁରସ୍କୃତ କରା ଯାଇଛି l ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ମତି ମିତା ଶର୍ମା ଏବଂ ପୋଷଣ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଶ୍ରୀ ଅଭିମନ୍ୟୁ ପ୍ରଧାନ ଏହି ପୁରସ୍କାର ରାଜ୍ୟ ସରକାର ଙ୍କ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗ ର ସଚିବ ଶୋଭା ଶର୍ମା ଙ୍କ ଠାରୁ ଗ୍ରହଣ କରିଛନ୍ତି l ପୁରସ୍କାର ପାଇବା ପରେ ଏହାର ଶ୍ରେୟ ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କୁ ଜ୍ଞାପନ କରିଛନ୍ତି l ଏଇ ସଫଳତା ହାସଲ ପରେ ଜିଲ୍ଲାପାଳ ଉପଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଅଭିମନ୍ୟୁ ପ୍ରଧାନ ଙ୍କୁ ଶୁଭେଛା ଜଣାଇଛନ୍ତି l ତତ୍ ସହ ଏଇ ସଫଳତା ପଛରେ ଶ୍ରୀଯୁକ୍ତ ଅଭିମନ୍ୟୁ ପ୍ରଧାନ ଓ ଜିଲ୍ଲା ପ୍ରକଳ୍ପ ସହାୟକ ଶ୍ରୀମତୀ ରାଉତ ଙ୍କ ମୂଖ୍ୟ ଭୂମିକା ରହିଛି l

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ସିଲେଇ ତାଲିମ ସାର୍ଟିଫିକେଟ ବଣ୍ଟନ

ଇନ୍ଦିରା ଗାନ୍ଧୀଙ୍କ ସ୍ମୃତି ଚାରଣ କଲେ କଂଗ୍ରେସ ନେତା

masiha

କନ୍ଧସର୍ଗିଗୁଡା ଗାଁର ମୃତଦେହ ଠାବ ଘଟଣା, ରଣପୁର ଗାଁ କୁ ପହଞ୍ଚିଲା ବହୁଜନ ସଂଗ୍ରାମ ସମିତିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort