ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାରବାହାଲ ଠାରେ ରକ୍ତଦାନ ଶିବିର

ଚାରବାହାଲ ଠାରେ ରକ୍ତଦାନ ଶିବିର 

ଚିଲିଗୁଡା ( ମ ନି ସ୍) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚାରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ସମ୍ବାଦ ଆମ ଓଡ଼ିଶା ,ଡମ୍ ଯୁବ ସ୍ୱାଭିମାନ ମଞ୍ଚ ଏବଂ ଓଡିଶା ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ମିଳିତ ସହଯୋଗରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଚିଲିଗୁଡା ସମ୍ବାଦ ପ୍ରତିନିଧି ସୁନ୍ଦର    ମୋହନ          ଛତ୍ରିଆଙ୍କ ତତ୍ୱ।ବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବହୁଜନ ସଂଗ୍ରାମ ସମିତି ର ସଭାପତି ରଞ୍ଜନ କୁମାର ଜାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶିବିରକୁ ଉଦଘାଟନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ମେଡି କାଳ ଅଫିସର ଡ଼, ଭଗବାନ ପଣ୍ଡା ,ଡ଼, ଦୀନବନ୍ଧୁ ସାହାଣୀ , ସମାଜସେବୀ ରାମ ନାରାୟଣ ପଣ୍ଡା ,ପେକ୍ସ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ଞାନ ରଞ୍ଜନ ପଣ୍ଡା ,ବରିଷ୍ଠ ସାମ୍ବାଦିକ ନରେନ୍ଦ୍ର କ୍ଷିତି ,ଆଇନଜୀବୀ ଆଶୁତୋଷ ପାତ୍ର , ସମାଜସେବୀ ପୁରନେନ୍ଦୁ ଧ ଙ୍ଗ ଡ଼ା ମାଝି ,ରତନ ଧ ଙ୍ଗ ଡା ମାଝି ପ୍ରମୁଖ ଯୋଗ ଦେଇଥିଲେ । ଏହି ଶିବିର ରେ ଅରବିନ୍ଦ ଚଳ।ନ ,ଜ୍ୟୋତି ରଞ୍ଜନ ବେହେରା ,ଶ୍ରବଣ କୁମାର ମହନନ୍ଦ ,ଆଦିତ୍ୟ କୁମାର ପଣ୍ଡା ,ସିକନ୍ଦର ମାଝି ,ଦୁଷ୍ମନ୍ତ ସୁନା ,ବିନୋଦ କୁମାର ମହନନ୍ଦ ,ସୁରେନ୍ଦ୍ର ସାହୁ ,ପରମାନନ୍ଦ ଜାଲ ,ଧିରଜ କୁମାର ଚଳାନ ,ଯତୀନ୍ଦ୍ର ମହନନ୍ଦ ,ବିକାଶ କର ,ବ୍ରଜ ରାଜ୍ ଚଳାନ ,ପ୍ରଦୀପ କୁମାର କର ,ପ୍ରକାଶ ଧ ଙ୍ଗ ଡା ମାଝି ,ଇସାନ କର ,ଗଜପତି ନାଗ ,ଦଶରଥ କର ,ରୋହିତ ବାଗ ,ଗୋଦାବରୀଶ ପଣ୍ଡା ,ଆଶୁତୋଷ ପାତ୍ର ,ବିଭୁ ପ୍ରସାଦ ପାଢ଼ୀ ,ମିଳନ କୁମାର ତାଣ୍ଡି ସହ ୨୫ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।ଏଥିରେ ଓଡ଼ିଶା ସାମ୍ବାଦିକ ସଂଘର ବରିଷ୍ଠ ସାମ୍ବାଦିକ ନିକୁଞ୍ଜ ବିହାରୀ ଚଳାନ ,ତୁଳସୀ ଛ ତ୍ରିଆ ,କୁଳମଣି ନାଗ,ସୁବୋଧ ରଣା ,ଭୋକର୍ଦ୍ଧନ ଧ ଙ୍ଗ ଡା ମାଝି ,ଏ ମ ଡ଼ି ଇଲାଇ ,କାହ୍ନୁ ଚରଣ ସାହୁ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ଆୟୁଷ ଡାକ୍ତର ବି ନଞ୍ଚିନି ମହାନ୍ତି ,ଏ ଏ ନ ଏ ମ ପଙ୍କଜିନି ନ।ଏକ ,ଆଶା କର୍ମୀ ଯ।ଜ୍ଞସିନୀ ମହାନନ୍ଦ ,ମନ୍ଦାର ଶବର ,ବ୍ୟାଙ୍କ ମିତ୍ର ସାଇ ଗୌରୀ ଚଳାନ ,ସି ଆର ପି ମିନତୀ ସାହୁ ସମେତ ଭବାନୀ ପାଟଣା ବ୍ଲଡ଼ ବ୍ୟାଙ୍କ କର୍ମଚାରୀ ଅଜିତ କୁମାର ନ।ଏକ ,ଜଞ୍ଜିର ପ୍ରସାଦ ବାଗ ,କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।ଏଥିରେ ନଳିନୀ ଦୁର୍ଗା ,ଜ୍ଞାନୀ ଚଳାନ ,ଅବିନାଶ ସେଠି ,ଧିରଜ ଚଳାନ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ବୃନ୍ଦ ସହଯୋଗ କରିଥିଲେ ।ଜୁନାଗଡ଼ ସମ୍ବାଦ ପ୍ରତିନିଧି ବିଭୁପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

୨୦୨୬ ଉଦ୍ଯୋଗ ଓଡିଶାର ରୌପ୍ୟ ଜୟନ୍ତୀ : ଉତ୍କର୍ଷ ଓଡିଶାର ପ୍ରଥମ ବାର୍ଷିକ ୨୦୨୫

Sunil Chandra Nayak

ବେକରେ ଗାମୁଛା ବାନ୍ଧି ଯୁବକର ଆତ୍ମହତ୍ୟା 

masiha

ଜିଲ୍ଲାପାଳ ପାରୁଲ ପଟୱାରୀ ଛତୁଆ ପ୍ରସ୍ତୁତି କେନ୍ଦ୍ରକୁ ଯାଞ୍ଚ କଲେ

Sunil Chandra Nayak

Leave a Comment

error: Content is protected !!