ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖମ୍ୱପଡା ଗ୍ରାମର ପରମେଶ୍ୱର ସାହୁ ନିଖୋଜ

ଖମ୍ୱପଡା ଗ୍ରାମର ପରମେଶ୍ୱର ସାହୁ ନିଖୋଜ 

ରୁପ୍ରା, (ମନିସ) :କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ମେଗାଁ ପଞ୍ଚାୟତ ଅଧିନ ଖମ୍ୱପଡା ଗ୍ରାମର ପରମେଶ୍ୱର ସାହୁ ୬୩ବର୍ଷ ଗତ ୩ ତାରିଖ ରବିବାର ଦିନ ନିଜ ମାମୁଁଘର ଜୁନାଗଡ଼ ଯିବାପାଇଁ ଘରୁ ବାହାରି ଥିଲେ। ମୁସ୍କୁଟି ଠାରୁ ଭବାନୀପାଟଣା ଚାଲୁଥିବା ଏକ ଘରୋଇ ବସରେ ଖମ୍ୱପଡା ଛକରେ ସେ ବସ୍ ରେ ଚଢିଥିଲେହେଁ ଜୁନାଗଡ଼ ନିଜ ମାମୁଁ ଘରକୁ ପହଞ୍ଚି ନଥିବା ଜଣାପଡିଛି। ଫଳରେ ପରମେଶ୍ବରଙ୍କ ପତ୍ନୀ କାନ୍ତି ସାହୁ ନିଜ ବନ୍ଧୁ ବାନ୍ଧବ ଓ ସମ୍ପର୍କୀୟ ଲୋକଙ୍କୁ ଯୋଗାଯୋଗ କରିବା ପରେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଏଥିପାଇଁ କେସିଙ୍ଗା ଆଦର୍ଶ ଥାନାରେ ଏକ ମାମଲା ତାଙ୍କ ପତ୍ନୀ ଦାୟର କରିଛନ୍ତି, ତଥା ସେହି ପରିବାରରେ ଏକ ସପ୍ତାହ ହେଲା ଚୁଲି ମଧ୍ୟ ଜଳି ନାହିଁ । ପରିବାର ଲୋକେ ପରମେଶ୍ୱରଙ୍କୁ ଖୋଜିବା ସହ ଭୋକଶୋଷ ମଧ୍ୟ ଭୁଲି ଯାଇଛନ୍ତି । ଉକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ଯଦି କୌଣସି ସହୃଦୟ ବ୍ୟକ୍ତି କିଛି ଖବର ପାଆନ୍ତି, ତାହେଲେ ନିକଟସ୍ଥ ପୋଲିସ୍ ଥାନାରେ କିମ୍ବା 9668488736 ନମ୍ୱରରେ (ଯଶୋବନ୍ତ ସାହୁ, ରୁପ୍ରା ) ଯୋଗାଯୋଗ କରିବାକୁ ଅନୁରୋଧ କରାଯାଉଛି।

ଅଜୟ କୁମାର ସେନାପତି ଙ୍କ ରିପୋର୍ଟ୍ 

Related posts

ଜବାହାର ଉଚ୍ଚ ବିଦ୍ୟାଳୟରେ ଭାଷା ସାହିତ୍ୟ ଓ ସୃଜନଶୀଳତା ଉତ୍ସଵ ଅନୁଷ୍ଠିତ

masiha

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ରାଇରଙ୍ଗପୁର ସମେତ ୫ ଟି ପୌରାଞ୍ଚଳ ରେ’ ଡ୍ରିଙ୍କ ଫ୍ରମ ଟେପ୍’ ଲୋକାର୍ପିତ ଏବଂ ୧୩ ଟି ପୌରାଞ୍ଚଳରେ ଶୁଭାରମ୍ଭ

masiha

ସିନାଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆମ ସଂସ୍କୃତି ଆମ ଖେଳଣା ପ୍ରସ୍ତୁତି କର୍ମଶାଳା ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort