ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜାମଦା ଥାନା ! ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ 

ଜାମଦା ଥାନା ! ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ 

ରାଇରଙ୍ଗପୁର – ୯/୧୨  // ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳ ରେ ପୁଣି ଥରେ ଳଜ୍ୟାଜନକ ଘଟଣା ସାମନାକୁ ଆସିଛି । ସୁଚନା ଅନୁସାରେ ଜାମୁଦା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଭିନ୍ନକ୍ଷମ ଯୁବତୀ ଶୁକ୍ରବାର ସନ୍ଧ୍ୟା ସମୟରେ ଗାଁ ଦାଣ୍ଡରେ ବୁଲା ବୁଲି କରୁଥିବା ବେଳେ ଉକ୍ତ ଗାଁ ର 58 ବର୍ଷିଆ ଜଣେ ବ୍ୟକ୍ତି ବାହାନାରେ ଫୁସୁଲାଇ ଘର ଭିତରକୁ ଡାକି ଦୁଷ୍କର୍ମ୍ କରିଥିବା ଜଣାପଡିଛି । ଘଟଣା କ୍ରମେ ଝିଅର ଅବ୍ଯବସ୍ଥା ଦେଖି ମା ଜାଣି ପାରି ଝିଅକୁ ଦିବ୍ୟାଙ୍ଗ ଭାଷା ପଚାରି ଜାଣି ପାରିଥିଲେ । ଗତକାଲି ଅପରାହ୍ନରେ ପୀଡ଼ିତାକୁ ନେଇ ଜାମଦା ଥାନାରେ ଏକ ଲିଖିତ ଅଭିଯୋଗ ବାପା ଏବଂ ମାଆ। ଅଭିଯୋଗ ଆଧାରରେ ଜାମଦା ପୋଲିସ ଅଭିଯୁକ୍ତ କେଦାର ବାନାରା (58) ଓ ଲକ୍ଷ୍ମଣ ପିଂଗୁଆ ( 28) କୁ ପୋଲିସ ଗିରଫ କରିବା ସହ ଏକ ମାମଲା କେଶ ନମ୍ବର ୧୦୦/୨୩ ରୁଜୁ କରି ତଦନ୍ତ କରି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରିଛି ସେମାନଙ୍କ ନାମରେ ଦଫା ଦଫା ୩୭୬(ଏଲ) / ୩୭୬( ଡି ) ଆଇ ପି ସି ଧାରା ଲଗାଯାଇଛି ।ଆଇନ ଯେତେ କଠୋର ହେଲେ ମଧ୍ୟ ଅସାମାଜିକ,ପିଶାଚିକ କୁକର୍ମ କରିବାକୁ ଭୂକ୍ଷେପ କରୁନାହାନ୍ତି ।ଯୁବତୀ ଯଦିଓ ଗୁଣ୍ଡି ବୃଦ୍ଧ କେଦାର ବାନରା କାଲି ଅଟେ ।

ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଅଜଣା ଗାଡି ଧକ୍କାରେ ନାବାଳକ ମୃତ 

masiha

ଅବକାରୀ ଚଢ଼ାଉ, 40 କୁଇଣ୍ଟାଲ ମହୁଲ ଗାଡି ସହ ଜଣେ ଗିରଫ

Sunil Chandra Nayak

ଯୁଣବଳଦା ଛକ ନିକଟ ଜାତୀୟ ରାଜପଥ ପାର୍ଶ୍ବରୁ ବାଇକ ଚୋରି

masiha

Leave a Comment

error: Content is protected !!