ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାଲୁ ଚଲାପଥ ନେଇ ସତର୍କ ସୂଚନା ଫଳକ ଲଗାଇଲା ବନ ବିଭାଗ

ଭାଲୁ ଚଲାପଥ ନେଇ ସତର୍କ ସୂଚନା ଫଳକ ଲଗାଇଲା ବନ ବିଭାଗ

କୋକସରା,୧୫/୧୨ // କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରେଞ୍ଜ ଅଧୀନରେ ଥିବା କୋକସରା ବ୍ଲକ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ସାହାଜଖୋଲ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଭାଲୁ ଉପଦ୍ରବ ବୃଦ୍ଧି ପାଉଛି । ଗାଁ ଜନବସତି ଅଞ୍ଚଳକୁ ଅନେକ ସମୟରେ ଖାଦ୍ୟ ଅନ୍ୱେଷଣରେ ଆସୁଥିବା ବେଳେ ଭାଲୁ ହାବୁଡ଼ରେ ପଡି ଅନେକ ଧନ ଜୀବନ ଯାଉଛି। ବିଗତ କିଛି ମାସ ମଧ୍ୟରେ ବରାଡଙ୍ଗା ପଞ୍ଚାୟତର ୨ ଜଣ ଭାଲୁ ଆକ୍ରମଣର ଶିକାର ହୋଇ ମୃତ୍ୟୁ ମୁଖରେ ପଡିଥିବା ବେଳେ ଅନେକ ଲୋକ ଭାଲୁ ଆକ୍ରମଣର ଶିକାର ହୋଇ ଚିକିତ୍ସିତ ପରେ ସୁସ୍ଥ ହୋଇଛନ୍ତି। ଜଙ୍ଗଲ ନିକଟବର୍ତ୍ତୀ ବରାଡଙ୍ଗା, ପାତ୍ରବସା, କନ୍ଦାଗଡ଼, ନୂଆଗାଁ, ଝୁଲେନବର, ଆମପାଣି ଘାଟି ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସତର୍କ ଓ ସଚେତନ କରିବାକୁ ଆମପାଣି ଫରେଷ୍ଟ ପକ୍ଷରୁ ବିଭିନ୍ନ ଜନବସତି ସ୍ଥାନରେ ବୋର୍ଡ ଲଗାଇ ସୁଚିତ କରାଯାଇଛି। ଆମପାଣି ଫରେଷ୍ଟ ଗାର୍ଡ ନାରାୟଣ ନାଗ, ମହେଶ ମହାପାତ୍ର ଓ ପାରା କର୍ମଚାରୀ ମାନେ ବିଭିନ୍ନ ସ୍ଥାନରେ ସତର୍କ ଫଳକ ଲଗାଇ ଲୋକଙ୍କୁ ସଚେତନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଓଡ଼ିଶା ପଛୁଆ ର ସର୍ଭେ

Sunil Chandra Nayak

ମିଶନ ଶକ୍ତି ଜିଲ୍ଲା ସଭାନେତ୍ରୀ ଙ୍କ ଦୁବାଇ ଗସ୍ତ ପୂର୍ବରୁ ଶୁଭେଚ୍ଛା ର ସୁଅ

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort