ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

‌ରାଇରଙ୍ଗପୁର ସାଇ ବିହାରରେ ଲକ୍ଷାର୍ଚନା

‌ରାଇରଙ୍ଗପୁର ସାଇ ବିହାରରେ ଲକ୍ଷାର୍ଚନା

 ମୟୂରଭଞ୍ଜ -୧୮/୧୨ ( ମସିହା) ରାଇରଙ୍ଗପୁର ସାଇ ବିହାର ପରିସରରେ ଶ୍ରୀ ସତ୍ୟ ସାଇ ମନ୍ଦିରରେ ରବିବାର ଦିନ ପ୍ରାତଃ ୮ ଘଟିକାରେ ମନ୍ଦିର ପୂଜକଙ୍କ ଦ୍ଵାରା ପୂଜାକାର୍ଯ୍ୟ ଯଥାବିଧି ସଂପନ୍ନ ପରେ ଲକ୍ଷାର୍ଚନା ଦିବ୍ୟ ନାମ’ ଔଂ ନମଃ ଶିବାୟ ‘ ମନ୍ତ୍ର ଉଚ୍ଚାରଣ ପୂର୍ବାହ୍ନ ୧୧ ଘଟିକା ୨୫ ମିନିଟରେ ୪୫ ଜଣ ସାଇଭକ୍ତଙ୍କ ଦ୍ବାରା ଦିବ୍ଯ ନାମ ଉଚ୍ଚାରଣ ହୋଇଥିଲା । ନିରବର୍ଛିନ୍ନ ଭାବେ ଏହା ଉଚ୍ଚାରଣ ହୋଇ ଅପରାହ୍ନ ୧ ଘଟିକାରେ ସଂପନ୍ନ ହୋଇଥିଲା ।ତତ୍ପରେ ୧ ଘଣ୍ଟା ଭଜନ, ସଂକୀର୍ତ୍ତନ କରାଯାଇ ଆରତୀ କାର୍ଯ୍ୟ ସଂପନ୍ନ କରାଯାଇଥିଲା । ତତ୍ପରେ ସମସ୍ତ ଭକ୍ତଙ୍କୁ ଅନ୍ନ ପ୍ରସାଦ ବଣ୍ଟନ କରାଯାଇଥିଲା ।ଏହି ଲକ୍ଷାର୍ଚନା ତଥା ଦିବ୍ଯନାମ ଉଚ୍ଚାରଣରେ ମନ୍ଦିରର ଅଶୋକ ପ୍ରଜାପତି, ଧରଣୀଧର କଲେଜରୁ ପ୍ରାକ୍ତନ ଅଧ୍ୟକ୍ଷ ଧରଣୀଧର ମିଶ୍ର, ପ୍ରାକ୍ତନ ଶିକ୍ଷକ ରବୀନ୍ଦ୍ର ଜେନା, ସତୀଶ ବାରିକ,ସନ୍ତୋଷ ମହାନ୍ତି,ଦେବ ମହାନ୍ତି,,ଟୁଟୁ ବଳ,ମାନସ ମହାନ୍ତ,ଅଶୋକ ଅଗ୍ରୱାଲ,କଟି ପଣ୍ଡା,ଡବୁ ସାହୁ,ପପି ସାହୁ,ଅରୁଣ ଗୁପ୍ତା,ଅନିଲ ସିଂ,ପ୍ରତିଭା ଜେନା,ଭାରତୀ ଦାସ,ପ୍ରଭାସିନୀ ଦାସ, ସୁଶୀଳା ପାତ୍ର,ପ୍ରତିମା ସାହୁ,ଇତିଶ୍ରୀ ମହାନ୍ତି,ରୀତା ପ୍ରସାଦ,ସବିତା ପ୍ରଜାପତି, ଓମ୍ ଅଂଜିତା ମହାପାତ୍ର, ସସ୍ମିତା ମହାପାତ୍ର ଏବଂ ଅନ୍ୟମାନେ ଉପସ୍ଥିତ ରହି ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

ଯାମଦା ଥାନା ! ଅହି ଦଂଶନରେ ଯୁବକ ମୃତ

Sunil Chandra Nayak

ଓଇଏସ ପରୀକ୍ଷାରେ ରାଜସ୍ବ ନିରୀକ୍ଷକ ବିଜୟ ଲକ୍ଷ୍ମୀ ନାଗଙ୍କ ସଫଳତା 

Leave a Comment

error: Content is protected !!