ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦାଦନ ଫେରନ୍ତା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ

ଦାଦନ ଫେରନ୍ତା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ

ବନ୍ଧୁଗାଁ ତା ୧୧/୧/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କାନାଗାଁ ପଞ୍ଚାୟତ ରାମଜୀପୁଟ ଗ୍ରାମର ଦାଦନ ଫେରନ୍ତା ଦୁଇ ଜଣ ଶ୍ରମିକଙ୍କ କିଛି ଦିନ ଅନ୍ତରରେ ମୃତ୍ୟୁ ହୋଇଯାଇଛି। ନଭେମ୍ବର ମାସର ଶେଷ ସପ୍ତାହରେ ଗାଁ ରୁ ଆନ୍ଧ୍ରପ୍ରଦେଶର କ୍ରୀଷ୍ଣା ଜିଲ୍ଲାର ଗୁଡୱାଲ୍ କୁ ପ୍ରାୟ ୨୩ ଜଣ ଧାନ ଫସଲ କାଟିବାକୁ ଯାଇଥିଲେ। ଦାଦନ ଶ୍ରମିକ ଙ୍କ ବୟାନ ଅନୁଯାଇ ସେମାନେ ମାତ୍ର ୧୯ ଦିନ କାମ କରିଥିଲେ କିନ୍ତୁ ଦାଦନ ଟଙ୍କା ଠିକ ଭାବେ ନ ମିଳିବାରୁ ଏକ ମାସ ରହି ଡିସେମ୍ବର ମାସର ଶେଷ ସପ୍ତାହରେ ସେମାନେ ନିଜ ଘରକୁ ଫେରି ଆସିଥିଲେ। ଦାଦନ ଯାଇଥିବା ଶ୍ରମିକ ମାନେ ସମସ୍ତେ ଦୁଇ ଦିନ କାମ କରିବା ପରେ ନାରଦ ମେଲେକା କୁ ପ୍ରଥମେ ମିଳିମିଳା ପରି ପିଠି ପଟକୁ ଦେଖା ଯାଇଥିଲା,। ସେ ଅଧିକ ଶରୀର ଯନ୍ତ୍ରଣା ଓ ଜର ପରି ଅନୁଭବ ହେବାରୁ ଦାଦନ ଶ୍ରମିକ ଙ୍କୁ ନେଇଥିବା ସିତାନା ମେଲେକା ଜଣକ ମାଲିକ ଙ୍କୁ କହି ଚିକିତ୍ସା ପାଇଁ ନେଇ ଔଷଧ କିଣି ଆଣି ଥିଲେ। ସେହି ଚିକିତ୍ସା ପରେ ସେ ନାରଦ ମେଲେକା ସୁସ୍ଥ ହୋଇ ଯାଇଥିଲେ। ଏହା ପରେ ଦାଦନ ଶ୍ରମିକ ସୁରିଗା ଯାକାକା ଓ କୁଷ୍ଟ ମେଲେକା ତିନି ଦିନ କାମ କରିବା ପରେ ଜ୍ୱର ଓ ଶରୀର ଅଧିକ ଯନ୍ତ୍ରଣା ଅନୁଭବ ହେବାରୁ ଜଣାଇଥିଲେ। ସେମାନଙ୍କୁ ସେଠାରେ ମେଡ଼ିକାଲ ନେଇ ଯାଇଥିଲେ କିନ୍ତୁ ସେହି ଦୁଇ ଜଣଙ୍କ ଶରୀରରେ ବଡ ମିଳିମିଳା ପରି ଫୋଟକା ଗୁଡିକ ଦେଖାଦେଲା। ସେମାନେ ଏହା ମାଆ ଠାକୁରାଣୀ କହି ଆଉ ଚିକିତ୍ସା ନ କରି ନିଜ ଗାଁ କୁ ଫେରି ଆସିଥିଲେ। ଉକ୍ତ ଦୁଇ ଜଣଙ୍କ ମଧ୍ୟରୁ ଶୁରିଗା ଜାକକା( ପୁ) ୩୫ ବର୍ଷ ଗତ ରବିବାର ଦିନ ଘରେ ମୃତ ହୋଇଯାଇଥିଲା । ଗାଁ ର ମୁଖ୍ୟ ନାରାୟଣ ଦେବରପଲ୍ଲୀ ବାରିକ ଙ୍କ ବୟାନ ଅନୁଯାଇ ମୃତ ଶୁରିଗା ଯାକାକା ଙ୍କ ପରିବାର ଙ୍କୁ ମେଡ଼ିକାଲ ନେବା ପାଇଁ ଟଙ୍କା ନ ଥିବା ଜାଣି ବିନା ମୂଲ୍ୟ ରେ ଅଟ ଗାଡ଼ିରେ ପହଞ୍ଚାଇ ଦେବାକୁ ବୁଝାଇ ଥିଲେ। କିନ୍ତୁ ପରିବାର ଲୋକେ ଚିକିତ୍ସା ପାଇଁ ନେବୁ ନାହିଁ କହି ଥିଲେ। ମୃତ୍ୟ ବ୍ୟକ୍ତିଙ୍କ ଶରୀରକୁ ହାତରେ ସ୍ୱର୍ଶ କଲେ ହାତରେ ଚମଡା ଗୁଡିକ ଲାଗୁ ଥିବା ଗାଁ ଲୋକ ଆମ ଗଣମାଧ୍ୟମ ଙ୍କୁ ଜଣାଇଛନ୍ତି। ଏହା ପରେ କୁଷ୍ଟା ମେଲେକା (ପୁ) ୫୫ ବର୍ଷ ମଧ୍ୟ ଆଜକୁ ଦୁଇ ଦିନ ତଳେ ସମାନ ରୋଗ ରେ ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଚିକିତ୍ସା ପାଇଁ ଆସିଥିଲେ ତାଙ୍କୁ ଅଧିକ ଭଲ ଚିକିତ୍ସା ର ଆବଶ୍ୟକ ଥିବାରୁ ଜିଲ୍ଲା ମେଡ଼ିକାଲ ନେବା ପାଇଁ ଡାକ୍ତର ଜଣାଇ ଦେଇଥିଲେ। କିନ୍ତୁ କୁଷ୍ଠା ମେଲେକା ଙ୍କୁ ତାଙ୍କ ପରିବାର ଲୋକେ ଅଧିକ ଚିକିତ୍ସା ପାଇଁ ବାହାରକୁ ନେବୁ ନାହିଁ କହି ଘରେ ରଖି ଥିଲେ ଆଜି ସେହି ଦାଦନ ଶ୍ରମିକ ଙ୍କ ମୃତ୍ୟୁ ହୋଇଯାଇଛି। ଏହା କି ପ୍ରକାର ରୋଗ ଦୁଇ ଜଣ ବ୍ୟକ୍ତି ଲାଗି ଲାଗି ଅଳ୍ପ ଦିନ ମଧ୍ୟରେ ମୃତ୍ୟୁ ହେବା ଯୋଗୁଁ ଗାଁ ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। କିନ୍ତୁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ସାମଲ ଙ୍କ ବୟାନ ଅନୁଯାଇ ପ୍ରଥମ ମୃତ ବ୍ୟକ୍ତି ଶୁରୀଗା ଯାକାକା ଙ୍କ କୌଣସି ଏକ ପ୍ରକାର କେମିକାଲ ର ପ୍ରଭାବରେ ଏହି ପ୍ରକାର ହୋଇ ଥାଇ ପାରେ ଓ ୨ ୟ ମୃତ ବ୍ୟକ୍ତି କୁଷ୍ଠ ମେଲେକା ଙ୍କ ଲିଭର୍ ଜଣ୍ଡିସ ଥିବା ଜାଣିବାକୁ ମିଳିଛି। ଏହା ଡାକ୍ତର ଙ୍କ ଦ୍ଵାରା ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଆମ ଦେଶି ଔଷଧ ଖୁଆଇ ଭଲ କରିବୁ କହି ଥିବା ଡାକ୍ତର ଆମ ଗଣମାଧ୍ୟମ ଙ୍କୁ ଜଣାଇଛନ୍ତି। ଆଜି ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ରଶ୍ମି ରଞ୍ଜନ ସାମଲ ଲାଗ ଲାଗ ଦୁଇ ଜଣ ଙ୍କ ମୃତ୍ୟୁ ପରେ ଏକ ମେଡ଼ିକାଲ ଟିମ୍ ସହିତ ରାମଜୀପୁଟ ଗାଁ କୁ ଯାଇ ଦାଦନ ଫେରନ୍ତା ଶ୍ରମିକଙ୍କୁ ସାକ୍ଷାତ କରି ସମସ୍ତେ ସୁସ୍ଥ ରହି ଥିବା ଜଣାଇ ଛନ୍ତି। ମୃତ ଦାଦନ ଶ୍ରମିକ ଦୁଇ ଜଣ ଅଧିକ ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ସରକାରଙ୍କ ତରଫରୁ କିଛି ସହାୟତା ପାଇବା ପାଇଁ ଗୁହାରି କରିଛନ୍ତି। ଦାଦନ ଯାଇ ଫେରି ଥିବା ଶ୍ରମିକ ନାରଦ ମେଲେକା, ସିତାନା ମେଲେକା, ରମେଶ ମେଲେକା, ରାଜେୟା ମେଲେକା, ରାମ ମେଲେ କା, ଭାସ୍କର ଯାକାକା, ସିଦ୍ଧାନ୍ତ ହାରେ କା, ସୁନାଲୁ ମେଲେକା, ସୁଜି ମେଲେକା, ଚମ୍ପି ମେଲେକା, ଲଡୁ ଯାକାକା, ଡମ୍ଭୁ ମେଲେକା, ଏଙ୍କାନା କେନ୍ଦୃକା, ଶଙ୍କର ଯାକାକା ଓ ବଡ ମାଥୁର ଗ୍ରାମର ଲକ୍ଷ୍ମୀ କାଡ୍ରାକା ଯାଇଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ସମୂହ ଛୁଟିରେ ଅମଲା,ଠପ୍ ହେଲା ସରକାରୀ କାର୍ଯ୍ୟ; ଜନସାଧାରଣ ପ୍ରଭାବିତ

ଅବସର କାଳୀନ ସମ୍ବର୍ଦ୍ଧନା ଉତ୍ସବ

ସରକାରି ବିଦ୍ୟାଲୟ ରେ ଶିକ୍ଷକ ର ଅଭାବ , ପାଞ୍ଚଟି ଶ୍ରେଣୀ କୁ ଜଣେ ଶିକ୍ଷୟିତ୍ରୀ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort