ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ମହାନଗରନିଗମର ଦଶମ ପୁସ୍ତକମେଳା ଉଦଯାପନୀ ସାରସ୍ୱତ ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ପ୍ରକାଶନୀ କୁ ସମ୍ମାନିତ କରାଯାଇଥିଲା

ବ୍ରହ୍ମପୁର ମହାନଗରନିଗମର ଦଶମ ପୁସ୍ତକମେଳା ଉଦଯାପନୀ ସାରସ୍ୱତ ସମାରୋହରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ପ୍ରକାଶନୀ କୁ ସମ୍ମାନିତ କରାଯାଇଥିଲା

ଗତ ତା 14-1-24 ରିଖ ଖଲ୍ଲିକୋଟ ଏକକ ବିଶ୍ୱ ବିଦ୍ୟାଳୟ ଖେଳ ପଡିଆରେ ବ୍ରହ୍ମପୁର ମହାନଗରନିଗମର ଦଶମ ପୁସ୍ତକମେଳା ଉଦଯାପନୀ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇ ଯାଇଛି ! ରାଜ୍ୟ ସ୍ତରୀୟ କବିତା ପାଠୋଶ୍ଚବ ମଞ୍ଚରେ ସନ୍ଧ୍ୟା 7 ଘଟିକା ସମୟରେ ଦିଗଦର୍ଶନ ଫାଉଣ୍ଡେସନ କୁ “ଶ୍ରେଷ୍ଠ ସଂଗଠନ ” ଭାବରେ ଉତ୍ତରୀୟ, ଫୁଲତୋଡ ଓ ଟ୍ରଫି ଦେଇ ସମ୍ମାନିତ କରାଯାଇ ଥିବା ବେଳେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦ, ନିଶିଗନ୍ଧା ପ୍ରକାଶନୀ ର ଉଦ୍ୟମକୁ ଭୁୟସୀ ପ୍ରଶଂସା କରିବା ସହ ସମ୍ମାନିତ କରିଥିଲେ ପୁସ୍ତକମେଳାର ପ୍ରତିଷ୍ଠାତା,କବି ଶ୍ରୀଯୁକ୍ତ ସୁଶାନ୍ତ ଦାସ !

ଏହି ସ୍ୱୀକୃତି ଦିଗଦର୍ଶନ ଫାଉଣ୍ଡେସନ ଓ ନିଶିଗନ୍ଧା ପ୍ରତିଷ୍ଠାନକୁ ଉତ୍ସାହିତ କରିଥିଲା!

ମସିହା ନିୟୁଜ ସର୍ଭିସ୍ 

Related posts

କନିଷ୍ଠ ଗଣିତ ଅଲମ୍ପିଆଡ୍ ରେ ୧୨ ଜଣ ଯୋଗ୍ୟ ବାଳିକା ଛାତ୍ରୀଙ୍କ ମଧ୍ୟରୁ ୫ ଜଣ ରାଉରକେଲାର.. .

କାହା ସ୍ବାର୍ଥରେ ଉଦ୍ଯାନ ବିଭାଗ ? କାର୍ଯ୍ଯାଳୟ କୋଠାକୁ କାର୍ଯ୍ଯ କ୍ଷମ କରିବାରେ ଅବହେଳା !!

Sunil Chandra Nayak

ଜଙ୍ଗଲ, ପରିବେଶ ମନ୍ତ୍ରୀଙ୍କ ରାଉରକେଲା ଗସ୍ତ……. ଉଦଘାଟନ କଲେ ନୂତନ ଡିଏଫଓ କାର୍ଯ୍ୟାଳୟ

masiha

Leave a Comment

error: Content is protected !!