ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ l ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି 

ମଘାମରl ବୁଢାଦେଓ ଯାତ୍ରା ରେ ଉଦବୋଧନ ଦେଲେ ରାଜ୍ୟସଭା ସାଂସଦ l ଆଦିବାସୀ ଗାରିମାମୟ ସଂସ୍କୃତି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ରହିଛି 

ପାଟଣାଗଡ ତା 15/01 // ମଘାମରା ଗାଁ ରେ ଆଦିବାସୀ ମାନଙ୍କ ପ୍ରସିଦ୍ଧ ବୁଢାଦେଓ ଯାତ୍ରା ଉପଲକ୍ଷେ ଅନୁଷ୍ଠିତ କଂସ ଦରବାର ରେ ରାଜକୀୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି,ଯୋଗଦେଇ ଓଡିଶା ସରକାର ଙ୍କ ଯୁବ ଓଡିଶା ନବୀନ ଓଡିଶା, ମୋ ସରକାର ନବୀନ ସରକାର, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ, କାଳିଆ ଯୋଜନା, ବଳିଆ ଯୋଜନା, ମମତା ଯୋଜନା, ଶ୍ରମିକ କଲ୍ୟାଣ ଯୋଜନା, ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ମାଧ୍ୟମରେ ଆଦିବାସୀ କଳା, ସଂସ୍କୃତି,ଆଦିବାସୀ ଖେଳ ଖେଳାଳି, ଆଦିବାସୀ ସଂସ୍କୃତି କ୍ଲବ, ଆଦିବାସୀ ବଜାର ପିଣ୍ଡି, ବିଜେଡି ନେତୃତ୍ବାଧୀନ ଶ୍ରୀ ନବୀନ ପଟ୍ଟନାୟକ ସରକାର ଙ୍କ ଆଦିବାସୀ ଦେବଦେବୀ ପୀଠ ସୁରକ୍ଷା, ସଂରକ୍ଷଣ, ପୁନଃଉଧାର, ମରାମତି, ସୌନ୍ଦର୍ଯ୍ୟ କରଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ବିଷୟରେ ବିସ୍ତୃତ ଭାବରେ ଉପସ୍ଥିତ ଜନସାଧାରଣ ଙ୍କୁ ବାର୍ତ୍ତା ଦେଇଥିଲେ l

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ପରାମର୍ଶଦାତା କମିଟି ଓ ଜିଲ୍ଲା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ

Sunil Chandra Nayak

କର୍ଣ୍ଣାଟକ ଠାରେ ଚାଲିଥିବା ଜାତୀୟ ଯୁବ ମହୋତ୍ସବ ରେ ନୂଆପଡ଼ା ଯୁବକଙ୍କ “ଧୁମ୍”

Sunil Chandra Nayak

ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘର ନୂତନ କର୍ମକର୍ତ୍ତା ଚୟନ

masiha

Leave a Comment

error: Content is protected !!