ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଣ୍ଡାମେର ନେତାଜୀ ସଂଯୁକ୍ତ ବିଦ୍ୟାର୍ଥୀଙ୍କ ହିନ୍ଦୁ ନବବର୍ଷ ପାଳିତ

ଗୋଳାମୁଣ୍ଡା/ମସିହା/ଚୈତ ପ୍ରତିପଦାକୁ ହିନ୍ଦୁ ଧର୍ମ ନିର୍ବିଶେଷରେ ସମସ୍ତେ ନବବର୍ଷ ରୂପେ ପାଳନ କରିଥାନ୍ତି, ଏହାକୁ ହିନ୍ଦୁ ରୀତିନୀତି ଅନୁଯାୟୀ ପରିଚାଳିତ ହେଉଥିବାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷରେ ମଧ୍ୟ ଏହି ପର୍ଵ ପାଳନ କରୁଥିବା ବେଳେ ଗଣ୍ଡାମେର ନେତାଜୀ ସଂଯୁକ୍ତ ବିଦ୍ୟାଥି ଶାଖା ଆନୁକୂଲ୍ୟରେ ଗଣ୍ଡାମେର ଠାରେ ବହୁ ଆଡମ୍ବର ଭାବରେ ବିଦ୍ୟାର୍ଥୀ ଓ ଗୁରୁଜୀ ଓ ଗୁରୁ ମାଁ ଙ୍କ ପକ୍ଷରୁ ରାଷ୍ଟ୍ରୀୟ ହୀଁଦୁ ନଵବରଷ ପାଳିତ ହୋଇଯାଇଛି,ସର୍ଵ ପ୍ରଥମେ ବିଦ୍ୟାଳୟରେ ପୂଜାର୍ଚ୍ଚନା ଆୟୋଜନ କରାଯାଇଥିଲା ବେଳେ ବିଦ୍ୟାର୍ଥୀ ଓ ବିଶ୍ୱର ମଙ୍ଗଳ କାମନାରେ ପ୍ରାଥନା କରିଥିଲେ ।ତତ ସହିତ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ଏବଂ ପରିବେଶ ସମ୍ପର୍କରେ ଅବଗତ ହୋଇ ପରବର୍ତ୍ତୀ ସମୟରେ ସହଯୋଗର ହାତ ବଢ଼େଇବା ନିମନ୍ତେ ପ୍ରତିଶୃତି ଦେଇଥିଲେ,ଉକ୍ତ କାର୍ଯ୍ୟକ୍ରମରେ ରାଷ୍ଟ୍ରୀୟ ସଂୟ ସେବକ ସଂଘର ଖଣ୍ଡ କାର୍ଯ୍ୟବାହୀ ବୈକୁଣ୍ଠ ନାଥ ନାଏକ, ସହ କାର୍ଯ୍ୟବାହି ହୃଦାନନ୍ଦ ସା, ଖଣ୍ଡ ବୈଧିକ ପରମୁଖ ପରିକ୍ଷିତ ଖରସେଳ, ଶାଖା କାର୍ଯ୍ୟାବାହ ବିଭୁତି ନାଏକ ପ୍ରଧାନ ପ୍ରମୁଖ ସଂଜୟ ନାଏକ, ମୁଖ୍ୟ ଶିକ୍ଷକ ସୌମରଂଜନ ନାଏକ ସହିତ ପୂର୍ବତନ ସରପଞ୍ଚ ରାହାସ ବିହାରୀ ନାଏକ ଓ ଅନ୍ୟ ବରିଷ୍ଠ ଅତିଥି ଗୋରା ନାଏକ, ସତ୍ରୁଘନ ନାଏକ, ରାଜୁ ନାଏକ, ହେମନ୍ତ ବଗରତୀ ,ପୁର୍ଣଚଁଦର ଟୋଳଟିଆ ଓ 96 ଜଣ ସଂୟସେବକ ସହ ଗାଁ ର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇ ଥିଲା। ଉକ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ଳୋକନାଥ ଟୋଳଟିଆ ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ନିଉଜ୍,

 

Related posts

ଆଶ୍ରମ ର ଅବହେଳା ଯୋଗୁ ଚିକିତ୍ସା ପାଇବାରେ ବିଳମ୍ବ , ଛାତ୍ରୀ ଙ୍କ ମୃତ୍ୟୁ ଅଭିଯୋଗ 

Sunil Chandra Nayak

ନିର୍ମାଣଧୀନ କାନ୍ଥ ତାଜା ପଡ଼ି ପୁତ୍ରବଧୂ ମୃତ, ଶଶୁର ଗୁରୁତର

Sunil Chandra Nayak

ବାବା ସାହେବ ଅମ୍ବେଦକରଙ୍କ ୧୩୧ତମ ଜନ୍ମ ଜୟନ୍ତି ପାଳିତ

Sunil Chandra Nayak

Leave a Comment

error: Content is protected !!