ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ମାଣ୍ଡିଆ ମଣ୍ଡିର ଉଦଘାଟନ 

ବନ୍ଧୁଗାଁରେ ମାଣ୍ଡିଆ ମଣ୍ଡିର ଉଦଘାଟନ 

ବନ୍ଧୁଗାଁ ତା,୬/୨/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରେ ଆଜି ଓଡିଶା ମିଲେଟର ସଚେତନତା ରଥ  କୁ ଶୁଭାଆରମ୍ଭ କରିବା ପାଇଁ ମୁଖ୍ୟ ଅତିଥି ଭାବରେ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀ ଅଭିନାସ ବିଶ୍ବଜିତ ସେଠି ଉପସ୍ଥିତ ରହି ପତାକା ଦେଖାଇ ଶୁଭାଆରମ୍ଭ କରିଥିଲେ I ଆଜି ପ୍ରଥମ ଦିନରେ କାନାଗାଁ ପଞ୍ଚାୟତର ପାଞ୍ଚଜଣ ଚାଷୀ (୫)ଡ଼ାଲନା ମେଲେକା -୪ କୁଇଣ୍ଟାଲ,ସତ୍ୟବତି ଦେବରପଲି-୮ କୁଇଣ୍ଟାଲ,(୩)ରୁଦ୍ରକାନ୍ତ ଦେବରପଲି, ୧୫ କୁଇଣ୍ଟାଲ ୫୦୦ ଗ୍ରାମ,(୪) ଶ୍ରୀନିବାସ ପଟ୍ଟନାୟକ, ୨୦ କୁଇଣ୍ଟାଲ (୫)ବାସୁଦେବ ଦେବରପଲିର ୧୧ କୁଇଣ୍ଟାଲ ୫୦୦ ଗ୍ରାମ, ଆଜି ପ୍ରଥମ ଦିନରେ ୫୯ କୁଇଣ୍ଟାଲ ମାଣ୍ଡିଆ କେଜି ପିଛା ୩୮.୪୬ ଟଙ୍କା ବାବଦରେ କୁଇଣ୍ଟାଲ ପିଛା ଉଠାଯାଇ ଥିବାର ସୂଚନା ମିଳିଛି I ଏଥିରେ ବ୍ଲକ ପାଇଁ ମଟ ୩୫୦୦ କୁଇଣ୍ଟାଲ ମାଣ୍ଡିଆ ମଣ୍ଡିରୁ ଉଠା ଯାଇ ସରକାରଙ୍କୁ ଦିଆଯିବା ପାଇଁ ସରକାର ହର୍ଷା ଟ୍ରଷ୍ଟ ବିଭାଗକୁ ଦାୟୀତ୍ୱ ଦିଆଯାଇଥିବାର ସୂଚନା କର୍ଡିନେଟର ଶ୍ରୀ ଗଣେଶ ମହାନଣ୍ଡିଆ ଜଣାଇଥିଲେ I ଏଥିରେ ଲେମନ ଘାଂସର ତିଆରି କମ୍ଫାନିର ସଂଯଜକ ନିର୍ଦ୍ଦେଶକ ଶ୍ରୀ କାଡ୍ରାକା ମହନ ସିଈଓ ଶ୍ରୀ କାରାହାରି ଚୌଧୁରୀ, ଓ ବନ୍ଧୁଗାଁ ବ୍ଲକ ହର୍ଶା ଟ୍ରଷ୍ଟର କର୍ଡିନେଟର ଶ୍ରୀ ଗଣେଶ ମହାନନ୍ଦିଆ, ଜି. ଗଣେଶ କୁମାର, ଓ କିଛି ବୁଦ୍ଧି ଯିବି ଓ ଚାଷୀଙ୍କ ଉପସ୍ଥିତରେ ବନ୍ଧୁଗାଁ ବ୍ଲକର ୧୩ ଟି ଗ୍ରାମ ପଞ୍ଚୟତର କଣ କଣ ବୁଲି ଲିକଙ୍କୁ ମାଣ୍ଡିଆର ଉଚିତ ମୂଲ୍ୟରେ ବିକ୍ରି କରିବା ସହ ମାଣ୍ଡିଆର ଖରୀପ ଚାଷ କରିବା ପାଇଁ ଚାଷୀଙ୍କୁ ଅବଗତ ନିମନ୍ତେ ବୁଲିବା ପାଇଁ ଓଡିଶା ମିଲେଟ ସଚେତନତା ରଥ ର ଶୁଭାଆରମ୍ଭ କରାଯାଇଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆଉଟ ସର୍ସିଙ୍ଗ କର୍ମଚାରୀ ମାନଙ୍କର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Senior Journalist Bulei Behera awarded

masiha

ସାମାଜିକ ସଂଗଠନ ବିପଦର ବଂଧୁ ସେବା ସଙ୍ଗଠନ ପକ୍ଷରୁ ସମାଜସେବା 

masiha

Leave a Comment

error: Content is protected !!