ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାମାକ୍ଷାନଗର ବାସୀ ହୋଇଯାଏ ସାବଧାନ, ମାତିଛନ୍ତି ବାଇକ୍ ଚୋର 

କାମାକ୍ଷାନଗର ବାସୀ ହୋଇଯାଏ ସାବଧାନ, ମାତିଛନ୍ତି ବାଇକ୍ ଚୋର 

କାମାକ୍ଷାନଗର (ମନିସ )6/2/24 //  ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଏନ୍ଏସି ର 4 ନଂ ଓାର୍ଡ ର ପଞ୍ଚାନନ ନାୟକ ଙ୍କ ଘର ସାମ୍ନାରୁ ତାଙ୍କର ହିରୋ ଗ୍ଲାମର ମୋଟରସାଇକେଲ ଯାହାର ନମ୍ବର (OD06F2883) ଚୋରି ହୋଇଯାଇଛି! ସୂଚନା ଯୋଗ୍ଯ ଯେ ଆଜି ମଙ୍ଗଳବାର ସନ୍ଧ୍ୟା 6ଟା 45 ମିନିଟ ସମୟରେ ବାଇକ୍ ଟି ଚୋରି ହୋଇଛି ,କାମାକ୍ଷାନଗର ପୋଲିସକୁ ଖୁଲାଖୁଲି ଭାବରେ ଚ୍ୟାଲେଚ ଦେଉଛନ୍ତି ବାଇକି ଚୋର,ଥାନାର 800 ମିଟର ଦୂରତାରୁ ଚୋର ମାନେ ଲୁଟୁଛନ୍ତି ଦୁଇ ଚକିଆ ଯାନ , ଦେଖିବାକୁ ବାକିରହିଲା କାମାକ୍ଷାନଗର ପୋଲିସ ଚୋରକୁ ଧରିବାରେ କେବେ ସଫଳ ହେଉଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଖୁଡୁଖୁଡି ଖେଳ ଉପରେ ଚଢାଉ , ୨ ଗିରଫ

Sunil Chandra Nayak

ବ୍ୟାପକ ଅବକାରୀ ଚଢ଼ାଉ ୩ଜଣକୁ ଗିରଫ 

Sunil Chandra Nayak

ହତ୍ୟା ଉଦ୍ୟମ ମାମଲାରୁ ଆସାମୀ ନିର୍ଦୋଷରେ ଖଲାସ     

Leave a Comment

error: Content is protected !!