ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନର୍ଲା ସତସଙ୍ଗ କେନ୍ଦ୍ରରେ ପ୍ରେସ୍ ମିଟ ଆସନ୍ତା ୧୧ ଫେବୃଆରୀ ହେବ ପ୍ରତିଷ୍ଠା ଉତ୍ସବ

ନର୍ଲା ସତସଙ୍ଗ କେନ୍ଦ୍ରରେ ପ୍ରେସ୍ ମିଟ ଆସନ୍ତା ୧୧ ଫେବୃଆରୀ ହେବ ପ୍ରତିଷ୍ଠା ଉତ୍ସବ

ମସିହା ନର୍ଲା (ଦିପକ ଠାକୁର ) ସ୍ଥାନୀୟ ନର୍ଲା ସତସଙ୍ଗ କେନ୍ଦ୍ର ପ୍ରାଙ୍ଗଣ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି ଏହି କ୍ରମରେ ଆସନ୍ତା ୧୧.୦୨.୨୪ ରିଖ ରବିବାର ଦିନ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ପବିତ୍ର ୧୩୬ ତମ ଜନ୍ମ ଉତ୍ସବ ଓ ଠାକୁର ଙ୍କ ବିଗ୍ରହ ପ୍ରତିଷ୍ଠା ସ୍ମୃତି ମହୋତ୍ସବ ମହା ଆଡ଼ମ୍ବରରେ ପାଳନ କରାଯିବା କାର୍ଯ୍ୟସୂଚୀ ପ୍ରଦାନ କରାଯାଇଛି କାର୍ଯ୍ୟକ୍ରମରେ ଜାତି ,ଧର୍ମ ବର୍ଣ୍ଣ, ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ମହୋତ୍ସବ ରେ ଯୋଗଦାନ କରି ଶ୍ରୀ ଶ୍ରୀ ଠାକୁର ଙ୍କ ଅମୃତ ଆଶିଷ ଲାଭ କରିବା ଓ ନିଜକୁ ସାର୍ଥକ ମଣିବା ହେବେ ଏହି ଭକ୍ତି ମୟ ଏକ ଦିବସୀୟ କାର୍ଯ୍ୟକ୍ରମ ରେ ବେଦ ମାଙ୍ଗଳିକ ଉଷା କୀର୍ତ୍ତନ , ସମବେତ ପ୍ରାର୍ଥନା, ସଂଗୀତାଞ୍ଜଳି ,ନଗର କୀର୍ତ୍ତନ , ମାତୃ ସମ୍ମିଳନୀ , ପ୍ରସାଦ ସେବନ ପ୍ରଭୃତି କାର୍ଯ୍ୟକ୍ରମ ରହିଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା ପରେ ବିଭିନ୍ନ ଭକ୍ତି ଭରା ସାଂସ୍କୃତିକ କାର୍ଯ୍ୟକ୍ରମ ରହିଛି ତତ୍ ସଙ୍ଗେ ସଙ୍ଗେ ମନୋରଞ୍ଜନ ପାଇଁ ସ୍ଥାନୀୟ ପ୍ରସିଦ୍ଧ ଲୋକଗୀତ କଳାକାର ସର୍ବେଶ୍ଵର ଭୋଇ ଙ୍କ କଳା ପ୍ରଦର୍ଶନ ଏବଂ ନର୍ଲା ସତସଙ୍ଗ ଆନୁକୁଲ୍ୟରେ ବରିଷ୍ଠ ଅଭିଜ୍ଞ ଡାକ୍ତର ମାନଙ୍କୁ ନେଇ ଏକ ସ୍ବାସ୍ଥ୍ୟ ଶିବିର ଖୋଲାଯାଇ ସମସ୍ତ ଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି ଏହି ପ୍ରେସ ମିଟ ନର୍ଲା ସତସଙ୍ଗ ର ସଭାପତି ବଟକୃଷ୍ଣ ଡାକୁଆ , ସମ୍ପାଦକ ସରୋଜ ଜେନା ଉପସ୍ଥିତ ରହି ସୂଚନା ଦେଇଥିବା ବେଳେ କୋଷାଧ୍ୟକ୍ଷ ଚିତ୍ତରଞ୍ଜନ ପଟ୍ଟନାୟକ , ହୁର୍ଶିକେଶ ଭୋଇ,ଦିଲ୍ଲୀପ କୁମାର ସାହୁ , ସନ୍ତୋଷ କୁମାର ପୃଷ୍ଟି ,ନାଥ ପୃଷ୍ଟି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Related posts

ସମ୍ପନ ହେଲା ଚନ୍ଦାହାଣ୍ଡି ଠାରେ ରାଷ୍ଟ୍ର ଜାଗରଣ ଓ 108 କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ

masiha

ତେନ୍ତୁଳିଖୁଣ୍ଟି ତହସିଲଦାର ଙ୍କୁ ସୁରକ୍ଷା ଦେଉଛି କିଏ ? ଜିଲ୍ଲାପାଳଙ୍କ ନିର୍ଦେଶନାମା ଉଲଂଘନ ଓ ଉପଜିଲ୍ଲାପାଳ ନିଜେ ଅନୁଧ୍ୟାନ କରି ଚୁପ !

Sunil Chandra Nayak

ବାଣାୟତ ଖଣ୍ଡାୟତ ସମାଜର ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort