ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଟାଟା ଖଣି ଫାଟକ ଆଗରେ କାଉନସିଲରଙ୍କ ଧାରଣା ଇତିହାସ ରଚିଲା”ଅଫିସରଙ୍କ ଧ୍ୟାନ କୁଆଡେ?ଦେଇଥିବା ପ୍ରତିଶୃତିକୁ ଭୁଲି,ନାଚ ଗୀତରେ ମସଗୁଲ

“ଟାଟା ଖଣି ଫାଟକ ଆଗରେ କାଉନସିଲରଙ୍କ ଧାରଣା ଇତିହାସ ରଚିଲା”ଅଫିସରଙ୍କ ଧ୍ୟାନ କୁଆଡେ?ଦେଇଥିବା ପ୍ରତିଶୃତିକୁ ଭୁଲି,ନାଚ ଗୀତରେ ମସଗୁଲ

ଯୋଡ଼ା–ସତରେ କି କଥା ଘଟୁଛି , ଟାଟା କମ୍ପାନୀ ଭଳି ବୃହତ କମ୍ପାନୀର ଅଫିସରଙ୍କ କାର୍ଯ୍ୟକଳାପ ଦିନକୁ ଦିନ କେଉଁ ଦିଗରେ ଗତି କରୁଛି ?  ସହରର ସ୍ଥିତି ବାରମ୍ବାର ବିଗୁଡ଼ି ଥିବାର ଦେଖିବାକୁ ମିଳେ, ଯାହା କମ୍ପାନୀର ଉଚ୍ଚ ଅଫିସରଙ୍କୁ ଫରକ  ପଡ଼େନି ଖଣି ସହରରେ ଇତିହାସ ପାଲଟୁଛି କେଇ ଘଟଣାମାନ ଏବେ ଦେଖିବାକୁ ମିଳେ ।ଯେତେ ବଡ ହେଲେ କଣ ହେଲା? ବଡ କମ୍ପାନୀର ବଡ ଅଫିସରଙ୍କ(କେତେକ କର୍ମଚାରୀ) କାର୍ଯ୍ୟକଳାପ କୁଆଡେ ଯାଉଛି,ତାହା କମ୍ପାନୀ ଉପରେ ବେସ ପ୍ରଭାବିତ କରିଥିବାର ଦେଖିବାକୁ ମିଳେ।ତେବେ ଯୋଡ଼ା ଖଣି ସହରରେ ଥିବା ଭାରତ ବର୍ଷର ବୃହତ କମ୍ପାନୀ ଟାଟା ଷ୍ଟିଲରେ ଘଟୁଥିବା କାର୍ଯ୍ୟକଳାପ ଦିନକୁ ଦିନ ଅସନ୍ତୋଷ ର ବାତାବରଣ ସହର  ଦେଖିବାକୁ ମିଳେ?ତେବେ ଘଟଣା ଯାହା ଗତ କିଛି ମାସ ତଳେ ଟାଟା ଷ୍ଟିଲର ଯୋଡ଼ା ଖଣି ସହରରେ ଆୟୋଜିତ ହୋଇଥିବା କେତେକ ଜନ ଶୁଣାଣୀରେ(ୱାର୍ଡ ସଭା)ସ୍ଥାନୀୟ ଯୁବକ ଓ ଯୁବତୀଙ୍କୁ କର୍ମନିଯୁକ୍ତି ପ୍ରତିଶୃତି ଉପରେ କମ୍ପାନୀର ଦାୟତ୍ୱବାନ ଅଫିସରଙ୍କ ପାଣିଗାର ପାଲଟିଥିବାରୁ,ସାଧାରଣତରେ ଅସନ୍ତୋଷ ବାତାବରଣ ପାଲଟିଥିବା ବେଳେ ଏହି ଘଟଣାକୁ ଆଧାର କରି ଯୋଡ଼ା ପୌରପାଳିକା କାଉନସିଲର ଏକତ୍ରିତ ହୋଇ ଟାଟା ଷ୍ଟିଲ ଖଣି ଫାଟକ ଆଗରେ ଶାନ୍ତି ଶୃଙ୍ଖଳାରେ ଦେଇ ଥିବା ଧାରଣା ଦେବା ଘଟଣାଟି ସମଗ୍ର ଖଣି ଅଞ୍ଚଳରେ ଇତିହାସ ରଚିଲା ବୋଲି ଶୁଣିବାକୁ ମିଳେ।ତେବେ ଘଟଣା ଯାହା କମ୍ପାନୀର ଗତ କିଛି ମାସ ତଳେ ସରିଥିବା ଯେଉଁ ୱାର୍ଡ ସଭାରେ କମ୍ପାନୀ କର୍ତ୍ତୃପକ୍ଷ ଦେଇଥିବା ପ୍ରତିଶୃତି ସଠିକ ରୂପରେ ପାଳନ ନକରି ଧାରଣାର 48ଘଣ୍ଟା ମଧ୍ୟରେ କମ୍ପାନୀ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଖେଳ/କୁଦ କରି, ନାଚ ଗୀତର ଆସରରେ ମସଗୁଲ ରହିଥିବାର ଖବର ସହର ସାରା ବ୍ୟାପକ ହୋଇ ସାଧାରଣତରେ ତୀବ୍ର ଅସନ୍ତୋଷର ବାତାବରଣ ଖେଳିଥିବାର ଶୁଣିବାକୁ ମିଳେ।ତେବେ ଦେଖାଯାଉ ଟାଟା କମ୍ପାନୀ ପରି ଉଚ୍ଚ ବିଚାର ତଥା ଜନହିତକାରୀ କମ୍ପାନୀର ଦାୟତ୍ୱବାନ ଅଧିକାରୀ ଆଗାମୀ ଦିନରେ ଖଣିବାସୀଙ୍କୁ ପ୍ରାଧାନ୍ୟ ଦେଇ ଅଞ୍ଚଳ ପ୍ରଗତି ପ୍ରଥମ କାର୍ଯ୍ୟ କରିବା ହେଉଛି ‘ନା’ କମ୍ପାନୀ କର୍ତ୍ତୃପକ୍ଷଙ୍କ ନାଚ/ଗୀତ ପ୍ରଥମେ ତାହା ଦେଖିବାକୁ ବାକି ରହିଲା।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

କୋକସରା ପଞ୍ଚାୟତ ସମିତିରେ ସମିତି ବୈଠକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା ଓ ଆଲୋଚନା

ଚାଷୀ ପ୍ରଧାନ ଭାରତ ବର୍ଷ ରେ ଏକତ୍ଵ ପରିବାର ବୋଧ 

Sunil Chandra Nayak

ଓଡିଶା ସ୍ୱାଧୀନତା ସଂଗ୍ରାମରେ ଆଦିବାସୀଙ୍କ ଅବଦାନ ଅତୁଳନୀୟ,  ନିରୀହ ଥିଲେ ସତ କିନ୍ତୁ ସେମାନଙ୍କ ସଂକଳ୍ପ ଦୃଢ ଥିଲା–ମନ୍ତ୍ରୀ ସାରକା

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort