ଚିଲିଗୁଡ଼ାରେ ରକ୍ତଦାନ ଶିବିର ,୪୦ ୟୁନିଟ ରକ୍ତ ସଂଗୃହୀତ
ଜୁନାଗଡ଼,(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡ଼ା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ମା ଗୃହ ( କାର।ଡା ) ପ୍ରକୋଷ୍ଠରେ ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ଚିଲିଗୁଡ଼ା ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଙ୍କ ତତ୍ଵ।ବଧାନରେ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି ।ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ବ୍ଲକ ଉପଧକ୍ଷ୍ୟ ପ୍ରମୋଦ କୁମାର ବେହେରା ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ତାରା ଶଙ୍କର ରାୟଗୁରୁ ସଭାପତି ସରପଞ୍ଚ ସଂଘ ଜୁନାଗଡ଼ ବ୍ଲକ ,ଡା,ଭଗବାନ ପଣ୍ଡା ମେଡ଼ିକାଲ ଅଫିସର ସି ଏ ଚ ସି ଜୁନାଗଡ଼ ,ସୁବୋଧ କୁମାର ଫୁଲ ଫାଣ୍ଡି ଅଧିକାରୀ ଚିଲିଗୁଡ଼ା ,ଡା,ବିବେକାନନ୍ଦ ମହାନନ୍ଦ ,ଡା,ମୋନାଲିସ। ବଡ଼ ପଣ୍ଡା ସି ଏ ଚିସି ଚିଲିଗୁଡ଼ା , ପଦ୍ମନାଭ ନାଗ ବରିଷ୍ଠ ଶିକ୍ଷାବିତ ,ମାନସ ରଞ୍ଜନ ପଣ୍ଡା ,ଅଧକ୍ଷ ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ରାଜପୁର ,ରମେଶ ଚନ୍ଦ୍ର ପାଣିଗ୍ରାହୀ ,ଅଧକ୍ଷ ମୋହନ ପ୍ୟାରୀ ନିଲ।ମ୍ବର ନେଗି ଡିଗ୍ରୀ କଲେଜ ,ରାଜପୁର ,ଦେବେନ୍ଦ୍ର କୁମାର ବିଶି ଜିଲ୍ଲା ପ୍ରତିନିଧି ସମ୍ବାଦ ,ତପନ କୁମାର ସାହୁ ଏବଂ ଅଂଶୁମାନ ଯୋଶୀ ବରିଷ୍ଠ ସାମ୍ବାଦିକ ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମ ରେ କୁଳମଣି ନ।ଏକ ,ସୁରେନ୍ଦ୍ର ରାୟ ,ଭାଗ୍ୟବାନ ନାଗ ,ଶୁଦ୍ଧଧନ ନେଗି ,ନକୁଳ କୁମାର ନେଗି ,ଅବିନାଶ ରାୟଗୁରୁ ,ମଳୟ ପ୍ରସାଦ ଗୁରୁ ,ପ୍ରଦୀପ କୁମାର ମାଝି ,କନ୍ଦର୍ପ ନ।ଏକ ,ବିଭୂଦତ୍ତ ଭୋଇ ,ଜୟରାମ ରଣା ,ଶୈଳେନ୍ଦ୍ର ମୁଣ୍ଡ ,କଲ୍ପରାଜ ଭଏ ସାଲ ,ସଞ୍ଜିତ କୁମାର ପାଢୀ ,ସନ୍ତ କୁମାର ନ।ଏକ ,ବୈଷ୍ଣବ ପଟେଲ ,ବଳଭଦ୍ର ପ୍ରହରାଜ ,ସ୍ୱସ୍ତି ସୁନ୍ଦର ନାୟକ ,ଛବିଲାଲ ପଟେଲ ,ଭବାନୀ ଶଙ୍କର ବାଗ ,ରମେଶ ଚନ୍ଦ୍ର ନ।ଏକ ,ହେମନ୍ତ କୁମାର ଯୋଶୀ ,ସିଦ୍ଧେଶ୍ୱର ପଟେଲ ,ବେ।ଳସନ ପଟେଲ ,ଗୋକୁଳାନନ୍ଦ ନ।ଏକ ,ଉମେଶ ବାଗ ,ବିଶ୍ୱ ମୋହନ ଖର୍ସେଲ ,ସୌମ୍ୟରଂଜନ ବାରିକ ,ରବି ଶଙ୍କର ସୁନାନୀ ,ଘନ ଶ୍ୟାମ ନ।ଏକ ,ଅକ୍ଷୟ କୁମାର ସତନାମୀ ,ଭବାନୀ ଶଙ୍କର ପଣ୍ଡା ,ମାନସ ରଞ୍ଜନ ପଣ୍ଡା ଏବଂ ଗଜାନନ କୁମାର ପ୍ରମୁଖ ସ୍ୱେଚ୍ଛା କୃତ ଭାବେ ରକ୍ତଦାନ କରିଥିଲେ ।ଏହି ରକ୍ତଦାନ ଶିବିର ରେ ଭବାନୀ ପାଟଣା ବ୍ଲଡ଼ ବ୍ୟାଙ୍କରୁ ଏ ଲଟି ଅଜିତ କୁମାର ନ।ଏକ ,ଏ ଲଟି ସଂଜୀବ କୁମାର ମହାକୁଡ଼ ଏବଂ ଆଟେଣ୍ଡାଣ୍ଟ ଗିରିଶ କୁମାର ନ।ଏକ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ ।ଏଥିରେ ଚିଲିଗୁଡ଼ା ବୀର ଚହରିଆ ସାଂସ୍କୃତିକ ଅନୁଷ୍ଠାନ ,ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ରାଜପୁର ,ମୋହନ ପ୍ୟାରୀ ନିଲ।ମ୍ବର ନେଗି ଡିଗ୍ରୀ କଲେଜ ରାଜପୁର ,ମା ଗୃହ କାର।ଡା ସି ଏ ଚ ସି ଚିଲିଗୁଡ଼ା ,ରୋଗୀ କଲ୍ୟାଣ ସମିତି ଚିଲିଗୁଡ଼ା ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ଆଶା କର୍ମୀ କ୍ଷମା ଶିଳା ଛ ତ୍ରିଆ ,ନିରୂପମ। ନ।ଏକ ,ମାଳା ଛ ତ୍ରିଆ ,ସାମ୍ବାଦିକ ଟିକଚନ ବାଗ ,ରବି ଶଙ୍କର ସୁନାନୀ , ଭୋକର୍ଦ୍ଧନ ଧ ଙ୍ଗ ଡା ମାଝି ,ରୋହିତ ବାଗ ,ରଘୁମଣି ପୁଝାରୀ ତଥା ମା ଗୃହର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁଧୀର କୁମାର ପାଢୀ ,ଏ ଏ ନ ଏ ମ ସାଗରିକ। ମଙ୍ଗରାଜ ,ଡଲି ମାଝି ,ଉର୍ବଶୀ ମାଝୀ ,ଦିବ୍ୟାଜି ଦାସ ,ଚନ୍ଦ୍ରକାନ୍ତ ନ।ଏକ ,ବିକ୍ରାନ୍ତ କୁମାର ,ନିଲୁପୁରନେନ୍ଦୁ ମାଝି ,ରତନ ଧ ଙ୍ଗ ଡା ମାଝି ,ବିକାଶ ନ।ଏକ , ହରେକୃଷ୍ଣ ପଟେଲ ,ଶକ୍ତି ରଞ୍ଜନ ମୁଣ୍ଡ ,ଦେବେନ୍ଦ୍ର ମେହେର ,ସଞ୍ଜୟ ମଳିକ ,ଦିବାଳ ଚଳାନ ,କ।ଳିନ୍ଦ୍ରୀ ପାଣିଗ୍ରାହୀ ,ସୁନୀଲ ମେହେର , ଭୋକର୍ଦ୍ଧନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଫାର୍ମାସିଷ୍ଟ ଜୟନ୍ତ କୁମାର ପଣ୍ଡା।