ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଣୁଆ ହାତୀ ଆକ୍ରମଣରେ ମହିଳା ଗୁରୁତର

ଢ଼େଙ୍କାନାଳ: ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କୁକୁଟା ଗାଆଁ ର ଅହଲ୍ୟା ନାୟକ ନାମକ ଜନୈକା ମହିଳା ସକାଳୁ ସକାଳୁ ମହୁଲ ଫୁଲ ଗୋଟାଇବା ବେଳେ ପଛ ପଟରୁ ଏକ ବଣୁଆ ହାତୀ ଆକ୍ରମଣ କରିଛି । ଫଳ ରେ ଗଭୀର ଆଘାତ ପାଇ ସେ ଗୁରୁତର ଅବସ୍ଥାରେ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜ ହସ୍ତୀ ଙ୍କ ରିପୋର୍ଟ୍

Related posts

ଚିଲିଗୁଡା ରେ ଜଳ ସଂଙ୍କଟ ସୁଖିଗଲାଣି ବନ୍ଧ ଗାଧୋଇବାକୁ ଯାଉଛନ୍ତି ୧ କିମି ଦୂର

ଜୁନାଗଡ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର – ହାତୀ ଆକ୍ରମଣରେ ଚାଷୀ ମୃତ

Sunil Chandra Nayak

Leave a Comment

error: Content is protected !!