ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିରମିତ୍ରପୁର ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ଏବଂ ଜନ ସୁରକ୍ଷା – ଗଜ ରକ୍ଷା ସଚେତନତା କାର୍ଯ୍ୟକ୍ରମ 

ବିରମିତ୍ରପୁର ବନାଞ୍ଚଳରେ ଜଙ୍ଗଲ ନିଆଁ ନିବାରଣ ଏବଂ ଜନ ସୁରକ୍ଷା – ଗଜ ରକ୍ଷା ସଚେତନତା କାର୍ଯ୍ୟକ୍ରମ 

ରାଉରକେଲା :ବିରମିତ୍ରପୁର ବନାଞ୍ଚଳ ର ବିଭିନ୍ନ ସ୍ଥାନ ରେ ଆଜି ଜଙ୍ଗଲ ନିଆଁ ନିବାରଣ ଏବଂ ଜନ ସୁରକ୍ଷା – ଗଜ ରକ୍ଷାନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିରମିତ୍ରପୁର ବନାଞ୍ଚଳ ର ସହକାରୀ ବନ ସଂରକ୍ଷକ ଦୁବରାଜ ଜେରାଇ ଙ୍କ ଅଧକ୍ଷତା ରେ କାର୍ଯ୍ୟକ୍ରମ ମାନ ପୁରୁଣାପାଣି ବଜାର ଛକ, ନୂଆଗାଁ, ହାତିବାରୀ, ବିରମିତ୍ରପୁର ହାଟ ଓ ରାଇବଗା ହାଟ ଠାରେ ପଥପ୍ରାନ୍ତ ନାଟକ ମାଧମରେ ସଚେତନତା ର ବାର୍ତା ପଦାନ କରିଥିଲେ କଳାକାର ବୃନ୍ଦ l 

ବିଭିନ୍ନ କାର୍ଯ୍ୟକ୍ରମ ରେ ଫରେଷ୍ଟର ସୁଶୀଲ କେରକେଟା, ହେମାବତୀ ସାହୁ, କଳ୍ପନା ସାହୁ, ଲୋକନାଥ ମେହେର, ଫରେଷ୍ଟ ଗାର୍ଡ ସବିତା ରଣା, ଗୀତାଞ୍ଜଳି ପ୍ରଧାନ, ସରୋଜ ନାୟକ, ରିଙ୍କି ପାତ୍ର, ଭାଗ୍ୟଲକ୍ଷ୍ମୀ ସାହୁ, ଯାହାରିଟୋଲି ସରପଞ୍ଚ ନାନକି କୁଜୁର, ସମାଜସେବୀ ବିବେକାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ନିଆଁ ଦାଉରୁ ଜଙ୍ଗଲର ସୁରକ୍ଷା ପାଇଁ ସମସ୍ତେ ସଚେତନ ହେବାକୁ ଆହ୍ୱାନ କରାଯାଇଥିଲା l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ ବିଶ୍ବ ରେଡକ୍ରସ ଦିବସ ପାଳିତ 

masiha

ଜିଲ୍ଲା ଆଦିମ ଜନଜାତି ଯୁଆଙ୍ଗ ମହାସଂଘ ର ପରିବାର ତଥ୍ୟ ସାରଣୀ ସଂଗ୍ରହ 

Sunil Chandra Nayak

ଉକ୍ରଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜନ୍ମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜୁ ଜନତା ଦଳ

Sunil Chandra Nayak

Leave a Comment

error: Content is protected !!