ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର

ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର

ପାପଡାହାଣ୍ଡି,5/3, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ରୁ ମଇଦଲପୁର ଯାଇଥିବା 26ନମ୍ବର ଜାତୀୟ ରାଜପଥ ରାସ୍ତାର ଦୁଲପୁର ନିକଟରେ ମଙ୍ଗଳବାର ଏକ ବାଇକ ପଛ ପଟେ ଧକ୍କା ଦେଲା ବାଇକ ଜଣେ ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ପୋଲିସ ଉଦ୍ଧାର କରି ମେଡିକାଲରେ ଭର୍ତି କରିଛି | ସୂଚନା ମୁତାବକ ଧନସୁଲି ର ଜୟସିଂ ବିଶୋଇ ଏକ ବାଇକ OD 08 A 3687ରେ ଗ୍ୟାସ ନେବାକୁ ପାପଡାହାଣ୍ଡି ଆସି ଫେରିବା ବେଳେ ଥିବା ବ ପଛ ପଟୁ ଡମ୍ବରୁ ସମରଥଙ୍କ ବାଇକ ନମ୍ବର OD 10J 3306 ଆସି ଧକ୍କା ଦେଇଥିଲା | ଜୟ ସିଂ ଙ୍କ ଡାହାଣ ଗୋଡ଼ ଭାଙ୍ଗି ଯାଇଛି | ଖବର ପାଇ ପାପଡାହାଣ୍ଡି ପୋଲିସ ଗୁରୁତରଙ୍କୁ ଉଦ୍ଧାର କରିବା ସହ ଡମ୍ବରୁଙ୍କୁ ଥାନାକୁ ଆଣିଛି |

ପାପଡାହାଣ୍ଡି ରୁ ସ୍ଵପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସିନ୍ଦୁର ଗୌରୀ ଗ୍ରାମର ଘର ଭୁଷୁଡିଲା 

Sunil Chandra Nayak

ବାସିଙ୍ଗିରେ ମଙ୍ଗଳା ପୂଜା ଉପଲକ୍ଷେ ଝୁମର ପ୍ରୋଗ୍ରାମ

masiha

ଓଭରବ୍ରିଜ ନିର୍ମାଣ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ପ୍ରତିନିଧି ପକ୍ଷରୁ ଖଡଗପୁର ରେଳ ଡିଭିଜନର ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା

Sunil Chandra Nayak

Leave a Comment

error: Content is protected !!