ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ପାଇଲା ଫଟୋଚିତ୍ର ପ୍ରତିଯୋଗିତା ଫଳାଫଳ

ପ୍ରକାଶ ପାଇଲା ଫଟୋଚିତ୍ର ପ୍ରତିଯୋଗିତା ଫଳାଫଳ

ବାଲେଶ୍ଵର, ୦୮/୩/୨୪- ମୋ ଅନୁଷ୍ଠାନ ତରଫରୁ ପ୍ରତ୍ୟେକ ରବିବାର, ପର୍ବପର୍ବାଣି ଏବଂ ଶୁଭ ଦିନ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଯଥା – କବିତା, ଗଳ୍ପ, ପ୍ରବନ୍ଧ ଇତ୍ୟାଦି । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନକୁ ପ୍ରମାଣ ପତ୍ର ଦିଆଯାଏ । ବେଳେ ବେଳେ ଅର୍ଥରାଶି ମଧ୍ୟ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଗତ ତା ୦୩/୩/୨୪ ରିଖ ରବିବାର ଫଟୋଚିତ୍ର ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟର ବିଭନ୍ନ ଜିଲ୍ଲାରୁ ପ୍ରତିଯୋଗୀ ମାନେ ଅଂଶ ଗ୍ରହଣ କରିଥଲେ । ସେମାନଙ୍କ ମଧ୍ୟରେ (୧) ପଦ୍ମିନୀ ମହାପାତ୍ର, ଦେବଗଡ଼ (୨) ସ୍ବର୍ଣ୍ଣପ୍ରଭା ମହାପାତ୍ର, ସୁବର୍ଣ୍ଣପୁର (୩) ଯାଜ୍ଞସେନୀ ପଣ୍ଡା, ବାଙ୍ଗାଲୋର, କର୍ଣ୍ଣାଟକ (୪) ମନୋରମା ମହାନ୍ତି, ଜଗତସିଂହପୁର (୫) ସୁମିତ୍ରା ବେହେରା, ଭୁବନେଶ୍ୱର (୬) ବର୍ଷାରାଣୀ ମହାମଲ୍ଲିକ, ବରଗଡ଼ (୭) ସନ୍ଧ୍ୟାରାଣୀ ଦାଶ, ଜଗତସିଂହପୁର (୮) ଚୁମକି ଦାଶ(ମିଶ୍ର), ବଲାଙ୍ଗୀର (୯) ସୁଚିତ୍ରା ନାୟକ, ଭୁବନେଶ୍ୱର (୧୦) ସୁଶ୍ରୀ ଅର୍ପିତା ମଲ୍ଲିକ, ବାଙ୍ଗାଲୋର, କର୍ଣ୍ଣାଟକ (୧୧) ପ୍ରମୋଦିନୀ ପରିଚ୍ଛା, କ୍ଷୀରଚୋରା, ରେମୁଣା, ବାଲେଶ୍ଵର (୧୨) ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା (୧୩) ଛବି ରଥ, ଧୁଷୁରୀ, ଭଦ୍ରକ (୧୪) ଜ୍ଯୋତ୍ସ୍ନାରାଣୀ ମହାନ୍ତି, ରାଇବଣିଆ, ଜଳେଶ୍ବର, ବାଲେଶ୍ଵର ୧୫) ସୁଧାରାଣୀ ପାଣିଗ୍ରାହୀ, ବରପାଲି, ବରଗଡ଼ (୧୬) ଅନସୂୟା ଦେବତା, ଅତାବିରା, ବରଗଡ (୧୭) ରଞ୍ଜିତା ସାହୁ, ପାରାଦୀପଗଡ, କୁଜଙ୍ଗ, ଜଗତସିଂହପୁର (୧୮) ରଶ୍ମିରେଖା ସାହୁ, କଳିଙ୍ଗନଗର, ଭୁବନେଶ୍ୱର, ଖୋର୍ଦ୍ଧା (୧୯) ସୁଶ୍ରୀ ବାଗ୍ମୀତା ମହାପାତ୍ର, ବିଜ୍ଞାନ ଛାତ୍ରୀ, ବାଲେଶ୍ଵର (୨୦) ଝୁମୁରୀ ସାହୁ, ଶିକ୍ଷୟିତ୍ରୀ, ଖୋର୍ଦ୍ଧା (୨୧) ରୀତା ଅପରାଜିତା ମହାନ୍ତି, ଖୋର୍ଦ୍ଧା (୨୨) ସୁଜାତା ପଣ୍ଡା, ଆସିକା, ଗଞ୍ଜାମ (୨୩) ଭାରତୀ ଲେଙ୍କା, ଚକଡା, କେନ୍ଦ୍ରାପଡା (୨୪) ତ୍ରିନାଥ ପଟ୍ଟନାୟକ, Ireland (୨୫) ଅଧ୍ଯାପିକା ସମାପ୍ତି ବେହେରା, ବାରିପଦା, ମୟୂରଭଞ୍ଜ (୨୬) ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ (୨୭) ସାଇସ୍ମୃତି ଖମାରୀ, ନୂଆପଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ସମସ୍ତଙ୍କ ଫଟୋ ଗୁଡିକୁ ସମୀକ୍ଷା କରିଥିଲେ ସରସ୍ୱତୀ ପଣ୍ଡା, ଯାଜପୁର, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ବାଲେଶ୍ଵର ଏବଂ ମାଧୁରୀ ମିଶ୍ର, ଝାରସୁଗୁଡା । ୩ ଜଣଙ୍କ ମିଳିତ ସମୀକ୍ଷାରୁ ଅନସୂୟା ଦେବତା ପ୍ରଥମ, ଛବି ରଥ ଦ୍ବିତୀୟ ଓ ରଶ୍ମିରେଖା ସାହୁଙ୍କୁ ତୃତୀୟ ସ୍ଥାନ ମିଳିଛି । ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଓ ଶୁଭ କାମନା ଜଣାଇବା ସହିତ ଭବିଷ୍ୟତ ଚଲାପଥ କୁସୁମିତ ନିମନ୍ତେ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଓଡିଶାର କୃଷିକୁ ସଶକ୍ତ କରିବା ପାଇଁ ପାଣ୍ଠି ଏବଂ ସହାୟତା ଆବଣ୍ଟନ ଉପରେ ସାଂସଦ ନିରଞ୍ଜନ ବିଶି ଙ୍କ ଅଣ ତାରକା ପ୍ରଶ୍ନ

masiha

ଲଡୁଗାଁ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ବାର୍ଷିକ ସମାବେଶ

masiha

Leave a Comment

error: Content is protected !!