ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରତାପ ଦେବଙ୍କ କୁଶ ପୁତ୍ତଳିକା ଦାହ

କେନ୍ଦ୍ରାପଡା,:-କେନ୍ଦ୍ରାପଡା ଜିଲ୍ଲାର ଆଳି ଓ ରାଜକନିକା ବ୍ଲକ ଏନ ଏସି ପାଇବାରୁ ବଞ୍ଚିତ ହେବାରୁ ପ୍ରତିବାଦ କରି ଆଳି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ କୁଶପୁତ୍ତଳିକା ଦାହ କରାଯାଇଅଛି ଏ ନେଇ ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀ ମାନେ କୁଶପୁତ୍ତଳିକା ଦାହ କରିଥିଲେ, ଦୀର୍ଘଦିନ ହେବ ଆଳି ରେ ନିର୍ବାଚିତ ହେଉଥିବା ଲୋକ ପ୍ରତିନିଧି ମାନେ ଆଳି ପ୍ରତି ବଇମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି , ଆଳି ର 11 ଟି ଗାଁ ରାଜକନିକାର 11 ଟି ଗାଁ ସହରାଞ୍ଚଳ ଘୋଷଣା ହୋଇଥିବା ବେଳେ ତାହା ଏନ ଏସି ହୋଇପାରିଲା ନାହିଁ, ଏଥିପାଇଁ ମୁଖ୍ୟମନ୍ତ୍ରୀ ଓ ଆଳି ର ବିଧାୟକ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କୁ ଦାଇ କରି ଭାରତୀୟ ଜନତା ପାର୍ଟି କନିକା ଯୁବ ମୋର୍ଚା ତରଫରୁ ଏକା ପ୍ରତିବାଦ ସଭା କରିବା ସହ କୁଶପୁତ୍ତଳିକା ରାଜକନିକା ଶୈଳନ୍ଦ୍ର ନାରାୟଣ କଲେଜ ଛକ ନିକଟରେ କୁଶପୁତ୍ତଳିକା ଦାହ କରିବା ଦେଖିବାକୁ ମିଳିଛି , ପ୍ରତାପ ଦେବ ଗଣ ମାଧ୍ୟମ ରେ ଏହାର ପ୍ରତିକ୍ରିୟାରେ କହିଛନ୍ତି ଯେ ସହରାଞ୍ଚଳ ହେଲେ ଲୋକମାନେ ଏବେ ଯେଉ ସୁବିଧା ପାଉଛନ୍ତ୍ତୀ, ସେ ଆଉ ପାଇବେ ନାହିଁ, ପ୍ରତାପ ଦେବଙ୍କ ଉତ୍ତରରୁ ସ୍ପଷ୍ଟ ଜଣାପଡୁଛି, ଆଳି ଓ ରାଜକନିକା ଜନସାଧାରଙ୍କର ଉନ୍ନତି କରନ୍ତୁ , ତାହା ପ୍ରତାପ ଦେବ ଚାଉଁନାହାନ୍ତି, ଏନ ଏସି ମାନ୍ୟତା କଣ ପାଇଁ ହୋଇପାରିଲା ନାହିଁ ପ୍ରତିଉତ୍ତର ନଦେଇ ବିରୋଧୀଙ୍କୁ ଟାର୍ଗେଟ କରିବା ଯାହା ଜନସାଧାରଣ ଗ୍ରହଣ କରିପାରୁନାହାନ୍ତି, କିନ୍ତୁ ସାଧାରଣା ଲୋକ ଭୋଟ ଦେଇ ଲୋକପ୍ରତିନିଧି କରିଥିବାରୁ ଲୋକମାନଙ୍କର ଆସ୍ଥା ଓ ଭରସା ତୁଟିଯାଇଛି, ଜନସାଧାରଣଙ୍କୁ ଦେଇଥିବା ପ୍ରତିଶୃତି କେବେ ମନ୍ତ୍ରୀ ମହାଶୟ ପାଳନ କରୁଛନ୍ତି ତାହା ସମୟ କହିବ, ଏହି ଘଟଣାରେ ମନ୍ତ୍ରୀ କଣ ପଦକ୍ଷେପ ନେଉଛନ୍ତି ତାହା ସମୟ କହିବ।

କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

masiha

ମାଳିଯୁବାଙ୍ଗଠାରେ କଂଗ୍ରେସର କର୍ମୀ ସମ୍ମିଳନୀ, ଗଠନ ହେଲା ପଞ୍ଚାୟତ କମିଟି

masiha

ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ ସ୍ଵାଗତ ସମର୍ଦ୍ଧନା

masiha

Leave a Comment

error: Content is protected !!