ହୋଲି ଖେଳି ପୋଖରୀରେ ଗାଧେଇବା ହେଲା କାଳ ଚାଲିଗଲା ଏକ ଜୀବନ.
କଟକ :-ହୋଲିହେଲା କାଳ l ହୋଲିଖେଳି ସାରି ପୋଖରୀରେ ଗାଧେଇ ବାକୁ ଯାଇ ଯୁବକ ମୃତ୍ୟୁ l କଟକ ଜିଲ୍ଲା ସାଲେପୁରବ୍ଲକ ଛାଣିପୁର ପଞ୍ଚାୟତ ର ସରୋଜ କୁମାର ଦାସ ଙ୍କ ପୁତ୍ର ଆଶିଷ କୁମାର ଦାସ ବୟସ 17 ବର୍ଷ ସେ +2 ବର୍ଷର ଛାତ୍ର l ହୋଲିଖେଳି ସାରି କରମୁଁଆ ପୋଖରୀକୁ ଗାଧେଇ ବାକୁ ଯାଇଥିଲେ l ଗାଁ ଲୋକହଠାତ ଦେଖିଥିଲେ ଜେ ଗାଧେଇବା ବେଳେ ପିଲାଟି ବୁଡିଯାଉଛି ଗାଁ ଲୋକ ଡ଼କାଡ଼କି ହୋଇ ପିଲାଟିକୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ ସ୍ୟାଷ୍ଠ କେନ୍ଦ୍ରକୁ ନେଇଯାଇଥିଲେ ହେଲ ଡାକ୍ତର ତାଙ୍କୁ ମୂର୍ତ୍ତ ଘୋଷଣା କରିଥିଲେ lହେଲେକିଏ ଜାଣିଥିଲା ଗାଧୋଇବାକୁ ଯାଇ ଆଉଫେରିବନି ବୋଲି ଆଶିଷ l ସାଲେପୁର ପୋଲିସ ପହଁଞ୍ଚି ଶବକୁପୋଷ୍ଟ ମଟମ ପାଇଁ ପଠେଇ ତଦନ୍ତ ଚଳାଇଛି l