ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

ଆସନ୍ତା ୮ ତାରିଖ ରୁ କିନ୍ନର ସଂଘ ର ବହୁଚରା ମାତା ଙ୍କ ଷୋହଳ ପୂଜା

ନର୍ଲା 🙁 ମସୀହ )ସେବାକାରୀ କିନ୍ନର ସଂଘ ତରଫରୁ ନର୍ଲାରୋଡ଼ ଶିବ ମନ୍ଦିର ନିକଟରେ କିନ୍ନର ମାନଙ୍କ ଇଷ୍ଟଦେବୀ ବହୁତରା ମାତା ଙ୍କ ଷୋହଳ ପୂଜା ଅନୁଷ୍ଟିତ ହେବ ବୋଲି କିନ୍ନର ସଂଘ ର ସଭାପତି କାମିନୀ କିନ୍ନର ପ୍ରକାଶ କରିଛନ୍ତି |ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ କଳାହାଣ୍ଡି,ବଲାଙ୍ଗିର,ରାୟଗଡ଼ା,ଖୋର୍ଦ୍ଧା,ସମ୍ବଲପୁର ତଥା ଓଡ଼ିଶା ବାହାରୁ ରାୟପୁର,ବମ୍ବେ,ଦିଲ୍ଲୀ ରୁ ପ୍ରାୟ ୩୦୦ ରୁ ଉର୍ଦ୍ଧ କିନ୍ନର ଯୋଗଦେବେ ବୋଲି ରାୟପୁର କିନ୍ନର ସଂଘ ର ଗୁରୁ ନାଗୀନାହାଜି ପ୍ରକାଶ କରିଛନ୍ତି |ସୂଚନା ଅନୁଯାୟୀ ୮ତାରିଖ ଦିନ ଅଧିବାସ ଥିବାବେଳେ ୯ତାରିଖ ମଙ୍ଗଳ ବାର ଦିନ ପୂଜା ଆରମ୍ଭ, ଚଣ୍ଡୀପାଠ ଓ ୧୦ ତାରିଖ ବୁଧବାର ଦିନ ପୂର୍ଣାହୂତୀ ସହ ଅପରାହ୍ନ ରେ ଶୁଭ କଳସ ନଗର ପରିକ୍ରମା କରାଯିବ ବୋଲି କିନ୍ନର ସଂଘ ର ଉପ ସଭାପତି ବେଲ୍‌ବେଲ୍‌ କିନ୍ନର ପ୍ରକାଶ କରିଛନ୍ତି |

ଦୀପକ ଠାକୁରଙ୍କ ରିପୋର୍ଟ

Related posts

ଜୁନାଗଡ଼ ବ୍ଲକ ଡମ୍ବ ସମାଜର ସାଧାରଣ ବୈଠକ

masiha

ଅବସରପ୍ରାପ୍ତ ପୁଲିସ ଅଫିସର୍ ସଂଘର ବାର୍ଷିକ ଉତ୍ସବ

masiha

ଶିଶୁ ଶ୍ରମିକ ନିରାକରଣ ପାଇଁ ରାଉରକେଲା ଶ୍ରମ ବିଭାଗ ପକ୍ଷରୁ ସଚେତନତା ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!