ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଷ ପିଇ ବୃଦ୍ଧା ଙ୍କ ଆତ୍ମହତ୍ୟା 

ବିଷ ପିଇ ବୃଦ୍ଧା ଙ୍କ ଆତ୍ମହତ୍ୟା 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମୋତିଗାଁ ଗ୍ରାମରେ ବିଷ ପିଇ ଜଣେ ବୃଦ୍ଧା ଆତ୍ମହତ୍ୟା କରିଥିବା ନେଇ ରବିବାର ଡାବୁଗାଁ ଥାନାରେ ଅଭିଯୋଗ ହୋଇଛି | ସୂଚନାଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ମୋତିଗାଁ ଗ୍ରାମର ଡମୁ ଭତ୍ରା ଶନିବାର ସକାଳୁ ଜଳଖିଆ ଖାଇସଋ ନିଜ କାଜୁ ବଗିଚାକୁ ଯାଇଥିଲେ | ଡମୁ ମଧ୍ୟାନ୍ନ ରେ ଘରକୁ ଫେରି ଦେଖିଥିଲେ ଯେ ତାଙ୍କ ସ୍ତ୍ରୀ ଆଶାବତୀ ଭତ୍ରା (୬୦) ଘରେ ବେହୋସ ହୋଇ ପଡିଛି | ଦେଖିବାକୁ ପାଇଥିଲେ ଯେ ଏକ ବିଷ ବୋତଲ ତାଙ୍କ ପାଖରେ ପଡିଛି | ସେ ସଙ୍ଗେ ସଙ୍ଗେ ସ୍ତ୍ରୀ କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ତାଙ୍କ ଅବସ୍ଥା ଗୁରୁତ୍ତର ହେବାରୁ ତାଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରଯାଇଥିଲା | ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ସକାଳେ ଆଶାବତୀ ଙ୍କ ର ମୃତ୍ୟୁ ଘଟିଛି | ଏନେଇ ମୃତକ ର ଦିଅର ନାଡୁ ଭତ୍ରା ଡାବୁଗାଁ ଥାନାରେ ଆଜି ଏତଲା ଦେଇଥିଲେ | ଉକ୍ତ ଏତଲାକୂଅ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକ ଙ୍କୁ ହସ୍ତାନ୍ତର କରାଯାଇଛି | ମୃତକଙ୍କର ମାନସିକ ବିକୃତି ଥିବା ତାଙ୍କ ସ୍ଵାମୀ କହିଛନ୍ତି | ଏନେଇ ଥାନା କେସ ନଂ ୧୬/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗ ପକ୍ଷରୁ ଚଡାଉ ,ଜଣେ ଯୁବକ ଗିରଫ

Sunil Chandra Nayak

ନାବାଳିକା ଛାତ୍ରୀଙ୍କୁ ସ୍କୁଲ କର୍ମଚାରୀଙ୍କ ଦୁଷ୍କର୍ମ !

masiha

ଗୁହାଳରୁ ମେଣ୍ଢା ଚୋରି, ଥାନାରେ ଏତଲା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort