ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧୬୦୦ ଶତାବ୍ଦୀ ସମୟର ଆଳତୁମା ଗାଁ ଦଧିବାମନ ଜୀଉ ମନ୍ଦିରରେ ପଡିଲା ରତ୍ନମୁଦ 

୧୬୦୦ ଶତାବ୍ଦୀ ସମୟର ଆଳତୁମା ଗାଁ ଦଧିବାମନ ଜୀଉ ମନ୍ଦିରରେ ପଡିଲା ରତ୍ନମୁଦ 

 କାମାକ୍ଷାନଗର(ମ ସି ହା)୧୨/୦୪_ସହର ଅନ୍ତର୍ଗତ ଆଳତୁମା ଗ୍ରାମର ବହୁ ପ୍ରାଚୀନ ୧୬୦୦ ଶତାବ୍ଦୀ ସମୟର ଶ୍ରୀ ଶ୍ରୀ ଦଧିବାମନ ଜୀଉ ମନ୍ଦିର ରେ ଆଜି ପବିତ୍ର ରତ୍ନମୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି।

ଦଧିବାମନ ଜୀଉ ମନ୍ଦିର କମିଟି ସଭାପତି ଶ୍ରୀଯୁକ୍ତ ଦୁଷ୍ମନ୍ତ ନନ୍ଦ କର୍ତ୍ତା ଓ କର୍ତ୍ତୀ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଅନିତା ନନ୍ଦ , ସମ୍ପାଦକ ତଥା ଉପ-କର୍ତ୍ତା ଶ୍ରୀଯୁକ୍ତ ହେମନ୍ତ କୁମାର ଦାସ , ତିନି ଶିଳ୍ପୀ ଙ୍କ ସମେତ ଆଳତୁମା ଗାଁ କମିଟିର ସଦୟ ଉପସ୍ଥିତିରେ ମୂଖ୍ୟ ପୁରୋଧା ପଣ୍ଡିତ ଶ୍ରୀ ସତୀଶ ପ୍ରାସାଦ ଆଚାର୍ଯ୍ୟ ଙ୍କ ପୈାରହିତ୍ୟରେ ଯଥା ଵିଧି ଅନୁଯାୟୀ ମହାଯଜ୍ଞ ଓ ରତ୍ନମୁଦ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଛି ।

ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ, ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ଙ୍କ ସମେତ ମାନ୍ୟବର ଉପ-ନଗରପାଳ ଶ୍ରୀମତୀ ସକୁନ୍ତଳା ସେଠୀ , ସମସ୍ତ ରାଜନୈତିକ ଦଳର ଜ୍ୟେଷ୍ଠ ବରିଷ୍ଠ କନିଷ୍ଠ ନେତୃବୃନ୍ଦ, ବୈଦିକ ବ୍ରାହ୍ମଣ ପରିଷଦ କମିଟି , ଆଖ ପାଖ ୨୪ ଖଣ୍ଡ ଗାଁ ମଉଜା‌ ର ମୁଖିଆ ସହ ଗ୍ରାମବାସୀ , ଅଞ୍ଚଳର ପ୍ରତିଷ୍ଠିତ ମାନ୍ୟଗଣ୍ୟ ବ୍ୟକ୍ତି ବୃନ୍ଦ ମାନଙ୍କ ଠାରୁ ଆରମ୍ଭ କରି ହଜାର ହଜାର ଜଗନ୍ନାଥ ପ୍ରେମୀ ତା ସହ ଆଳତୁମା ଗାଁ ର ଆବାଳ ବୃଦ୍ଧ ବନିତା ଯୋଗଦେଇ ପଞ୍ଚ ସସ୍ୟ ,ସୁନା ,ରୂପା ,ପିତଳ ସହ ଅଷ୍ଟଧାତୁ ମନ୍ଦିର ଗୁମଟରେ ଅର୍ପଣ କରି ପ୍ରଭୁ ଦଧିବାମନ ଙ୍କ କୃପା ଲାଭ ହୋଇଥିଲେ ।

କାମାକ୍ଷା ନଗରରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ବନଖଣ୍ଡ ଆନୁକୁଲ୍ୟରେ ଗଜସାଥୀ ଦକ୍ଷତା ବୃଦ୍ଧି ତାଲିମ ଶିବିର

masiha

ପ୍ରଧାନମନ୍ତ୍ରୀ ଆବାସ ଗୃହ ଯୋଜନା କାର୍ଯ୍ୟାଦେଶ ବଣ୍ଟନ

masiha

ସର୍ବହାରର ମହାନ ନେତା ଶିବଦାସ ଘୋଷଙ୍କ ଜନ୍ମ ଶତବର୍ଷ ଉପଲକ୍ଷେ ପଥପ୍ରାନ୍ତ ସଭା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort