ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହନୁମାନ ଜୟନ୍ତୀରେ ଜୟ ଶ୍ରୀରାମ ନାମରେ ଗୁଞ୍ଜରିତ ହେଲା ପୁରପଲ୍ଲୀ

ହନୁମାନ ଜୟନ୍ତୀରେ ଜୟ ଶ୍ରୀରାମ ନାମରେ ଗୁଞ୍ଜରିତ ହେଲା ପୁରପଲ୍ଲୀ

କୋକସରା,୧୫/୪ // ହନୁମାନ ଜୟନ୍ତୀ, ପଣା ସଂକ୍ରାନ୍ତି ଓ ଓଡ଼ିଆ ନୂଆବର୍ଷ ଅବସରରେ ଆଜି ହିନ୍ଦୁ ସମ୍ପ୍ରଦାୟ ମଧ୍ୟରେ ଓଡିଶାର ସହର ଠାରୁ ପୁରପଲ୍ଲୀରେ ହର୍ଷ ଉଲ୍ଲାସରେ ହନୁମାନ ଜୟନ୍ତୀ ପାଳନ କରାଯାଇଛି। କୋକସରା ବ୍ଲକ ସଦର ହନୁମାନ ଜୟନ୍ତୀ ପାଳନ କମିଟି ପକ୍ଷରୁ ହନୁମାନ ଜୟନ୍ତୀ ପାଳନ କରାଯାଇଛି। ସକାଳୁ ହନୁମାନ ବାଟିକାରେ ପୁଜକ ଟିକିନା ମିଶ୍ର ପୂଜାର୍ଚ୍ଚନା କରିଥିବା ବେଳେ ପୂଜାକର୍ତ୍ତା ଭାବେ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ପତ୍ନୀ ସାରଙ୍ଗିନୀ ପ୍ରଧାନୀ ପୂଜାକାର୍ଯ୍ୟ ତୁଲାଇଥିଲେ। ଏହି ଅବସରରେ ଶହ ଶହ ସଂଖ୍ୟକ ହନୁମାନ ଭକ୍ତ ଦର୍ଶନ କରିଥିଲେ। ସନ୍ଧ୍ୟାରେ ଶ୍ରୀରାମ ସେନା ପକ୍ଷରୁ କୋକସରା ଜଗନ୍ନାଥ ମନ୍ଦିରରୁ ହନୁମାନ ବାଟିକା ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗେରୁଆ ବସ୍ତ୍ର ପରିଧାନ କରିବା ସହ ଶ୍ରୀରାମ ଓ ଜୟ ହନୁମାନ, ଜୟ ବଜରଙ୍ଗ ବଳି ଧ୍ୱନି ରେ ଗୁଞ୍ଜରିତ ହୋଇଥିଲା ସମଗ୍ର ଅଞ୍ଚଳ, ପରେ ଶୋଭାଯାତ୍ରା ହନୁମାନ ବାଟିକାରେ ପହଞ୍ଚିଥିବା ବେଳେ ହନୁମାନ ଜୟନ୍ତୀ ପାଳନ କମିଟି ପକ୍ଷରୁ ହନୁମାନ ଚାଲିଶା ପଠନ, ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଥିଲା। କମିଟି ପକ୍ଷରୁ ଭକ୍ତଙ୍କ ପଣା ଓ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କମିଟିର ସଦସ୍ୟ ମହେନ୍ଦ୍ର ନେଗି, ବିଶ୍ୱନାଥ ପଟ୍ଟନାୟକ, ସୁନିଲ ପ୍ରଧାନୀ, ପ୍ରମୋଦ ବେହେରା, ପ୍ରମୋଦ ପ୍ରଧାନୀ, ଅଜୟ ସାହୁ, ବସନ୍ତ ପଟ୍ଟନାୟକ, କ୍ଷୀରସିନ୍ଧୁ ନେଗି, ଶାରଳା ପ୍ରଧାନୀ, ବସନ୍ତ ପଟ୍ଟନାୟକ, କମଳାକାନ୍ତ ଚିନ୍ଦା , ଅମୂଲ୍ୟ ବିଶି, ଅଧୁରାଜିତ ନାଏକ, ମହେଶ ଗୁପ୍ତା, ମହେନ୍ଦ୍ର ପ୍ରଧାନୀ, ଜିତାମିତ୍ର ପ୍ରଧାନୀ, ଚିତ୍ର ସେନ ବେହେରା, ତପନ ମାଝୀ ଓ ଅନ୍ୟ ସଦସ୍ୟ ପ୍ରମୁଖ ଉପସ୍ଥିତ ରହି ହନୁମାନ ଜୟନ୍ତୀ ପାଳନରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଓଡ଼ିଶା ଡ୍ରାଇଭର ମହାସଂଘକୁ ସମର୍ଥନ ଜଣାଇ ବନ୍ଧୁଗାଁ ଡ୍ରାଇଭର ସଂଘ ତରଫରୁ ଷ୍ଟିରିଙ୍ଗ ଛାଡ ଆନ୍ଦୋଳନ

Sunil Chandra Nayak

କଲେଜ ଛାତ୍ରୀଙ୍କ ଦ୍ବାରା ସ୍ବଚ୍ଛଭାରତ କାର୍ଯ୍ୟକ୍ରମ

Sunil Chandra Nayak

ସୋଲାର ପମ୍ପ ପାଣି ଟାଙ୍କି ଫାଟିଲା ! ଅଳ୍ପକେ ବର୍ତିଲା ବାଳକ କ୍ରୀଷ୍ଣ ମାଝୀ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort