କବିତା( ‘ପ୍ରେମ’)
ପ୍ରତିଯୋଗିତା ର ଫଳାଫଳ

ମସୀହା ର ‘ସାହିତ୍ୟ ଅଗଣା’ ଏକ ହ୍ୱାଟ୍ସ୍ଅପ୍ ଗ୍ରୁପ୍ । ସାହିତ୍ୟ ର ବିଭିନ୍ନ ବିଭାଗ ବିଶେଷ କରି କବିତା ର ପ୍ରଚାର, ପ୍ରସାର ଲାଗି ବଳିଷ୍ଠ ମଂଚ ।’ସାହିତ୍ୟ ଅଗଣା ‘ ପକ୍ଷରୁ ଏଇ ମାସ (ଏପ୍ରିଲ୍_୨୦୨୪) ରେ ‘ପ୍ରେମ’ ଶୀର୍ଷକ କବିତା ପ୍ରତିଯୋଗିତା ହୋଇଥିଲା ।
ପ୍ରେମ…ନୈସର୍ଗିକ ଶଦ୍ଦ_ଜୀବନକୁ ଆଉ ଟିକେ ଚିହ୍ନିବାର ଯାତ୍ରା…ଆଉ ଟିକେ ହୃଦୟ ସହ ହୃଦୟକୁ ଯୋଡ଼ିବାର ମିଠା ମହକ…ଡହ ଡହ ଖରାରେ ପ୍ରେମ ଟିକେ ଛାଇ…ଟିକେ ପାଣି…ସୁନ୍ଦର ଚିତ୍ର ପ୍ରେମ….
ଯାହା କିଛି କବିତା ଆସିଥିଲା_କବିତା ଗୁଡ଼ିକର ମାନ ଦୃଷ୍ଟିରୁ ଆମେ ପର୍ଯ୍ୟାୟ କ୍ରମେ ଅଷ୍ଟମ ସ୍ଥାନ ପର୍ଯ୍ୟନ୍ତ ରଖିଲୁ _
କବିତା ର ଯାତ୍ରା ପୁଷ୍ପିତ ହେଉ_

ପ୍ରଥମ_ମାମି ପାତ୍ର
ତିହିଡ଼ି,ଭଦ୍ରକ
ଦ୍ୱିତୀୟ_ମମତା ସାହୁ
ଗାଈଗାଁ, କଳାହାଣ୍ତି
ତୃତୀୟ_ଭ୍ରମର ବାଗ
କୋଦୋବେଡ଼ା,ସିନାପାଲି,କଳାହାଣ୍ତି
ଚତୁର୍ଥ_ମନ୍ଦାକିନୀ ପାଢ଼ୀ
ପଦ୍ମପୁର,ବରଗଡ଼
ପଂଚମ_ଶ୍ୟାମାପ୍ରସାଦ ବୋଷ୍
ବେଗୁନିଆଁ,ମଲ୍ଲୀକ୍ ସାହି
ପୋଷ୍ଟ_ଗୋପ,ପୁରୀ
ଷଷ୍ଠ_ନଳିନୀପ୍ରଭା ମିଶ୍ର
ମୁକୁନ୍ଦପୁର,ଆସ୍କା,ଗଂଜାମ
ସପ୍ତମ_ସୁରେଶ ଚନ୍ଦ୍ର ପାଢ଼ୀ
ବୁଗୁଡ଼ା,ଗଂଜାମ
ଅଷ୍ଟମ_ଅଶୋକ କୁମାର ପତି
ଖଙ୍କିରା,ଢେଙ୍କାନାଳ

