ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବସ୍ତା ଅଞ୍ଚଳ ର ସଂକ୍ଷିପ୍ତ ସମାଚାର

ବାଲି ବୋଝେଇ ଟ୍ରାକ୍ଟରକୁ ଜବତ

ବସ୍ତା,05/04 : ସିଂଲା ଥାନା ଅନ୍ତର୍ଗତ ଶୁକ୍ରବାର ରାତି ସମୟରେ ସାର୍ଥl ଛକ ନିକଟରେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଉକ୍ତ ବାଲି ବୋଝେଇ ବାଲି ଟ୍ରାକ୍ଟର ସିଂଲା ଅଭିମୁଖେ ଯାଉଥିବା ବେଳେ ସାର୍ଥl ଛକ ନିକଟରେ ପୋଲିସ ଅଟକାଇ ପୋଲିସ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନ ଥିବା ଜଣାପଡିଵା ପରେ ଉକ୍ତ ଟ୍ରାକ୍ଟରକୁ ଜବତ କରିଥିବା ଦେଖିବାକୁ ମିଳିଛି l

==============.===========

ତେଲାଣି ଗ୍ରାମରେ ଘରୁ ଚୋରି ନେଇ ଥାନାରେ ଅଭିଯୋଗ

ବସ୍ତା,09/04: ସିଂଲା ଥାନା ଅନ୍ତର୍ଗତ ତେଲାଣି ଗ୍ରାମରେ ଘରୁ ଚୋରି ନେଇ ସୋମବାର ଅପରାହ୍ନ ସମୟରେ ଥାନାରେ ଅଭିଯୋଗ ହୋଇଥିବା ନେଇ ଜଣା ଯାଇଛି l ଏହି ଗ୍ରାମରେ ରାମହରି କିସ୍କୁ ଗତଦୁଇ ଦିନ ଧରି ବନ୍ଧୁ ଘରକୁ ଯାଇଥିବା ବେଳେ ଆଜି ସକାଳ ସମୟରେ ଘରର ତାଲା ଭଂଗାଯାଇଥିବା ଦେଖି ଚୋରି ଜାଣିବାକୁ ପାଇଥିଲେ l ଫଳରେ ଏନେଇ ଥାନା ରେ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।

==========.=====.========

ମୋରମ ବୋଝେଇ ଟ୍ରାକ୍ଟରକୁ ଜବତ

ବସ୍ତା,08/04 : ସିଂଲା ଥାନା ଅନ୍ତର୍ଗତ ସୋମବାର ଅପରାହ୍ନ ସମୟରେ ବୁଦ୍ଧିଆମାରି ଛକ ନିକଟରେ ମୋରମ ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଉକ୍ତ ବାଲି ବୋଝେଇ ମୋରମ ବୋଝେଇ ଟ୍ରାକ୍ଟର କସାଫଳ ଅଭିମୁଖେ ଯାଉଥିବା ବେଳେ ବୁଦ୍ଧିଆମାରି ଛକ ନିକଟରେ ପୋଲିସ ଅଟକାଇ ପୋଲିସ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନ ଥିବା ଜଣାପଡିଵା ପରେ ଉକ୍ତ ଟ୍ରାକ୍ଟରକୁ ଜବତ କରିଥିବା ଦେଖିବାକୁ ମିଳିଛି l

=====.=======.==========

ବାଲି ବୋଝେଇ ଡମ୍ଫର ଜବତ କଲା ପୋଲିସ 

ବସ୍ତା,05/04 : ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶୁକ୍ରବାର ଅପରାହ୍ନ ସମୟରେ ଜାମଶୂଳି ଛକ ନିକଟରେ ବାଲି ବୋଝେଇ ଡମ୍ଫର କୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଉକ୍ତ ବାଲି ବୋଝେଇ ଡମ୍ଫର ବାଲିଆପାଳ ଅଭିମୁଖେ ଯାଉଥିବା ବେଳେ ଜାମଶୂଳି ଛକ ନିକଟରେ ପୋଲିସ ଅଟକାଇ ପୋଲିସ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନ ଥିବା ଜଣାପଡିଵା ପରେ ଉକ୍ତ ଡମ୍ଫରକୁ ଜବତ କରିଥିବା ଦେଖିବାକୁ ମିଳିଛି।

====================.=.====

ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କଲା ପୋଲିସ 

ବସ୍ତା,07/04 :ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ରବିବାର ଅପରାହ୍ନ ସମୟରେ କାଶିଆ ଚଟାଣ ନିକଟରେ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ପୋଲିସ l ସୂଚନା ଅନୁଯାୟୀ ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ଲଙ୍ଗଳେଶ୍ୱର ଅଭିମୁଖେ ଯାଉଥିବା ବେଳେ କାଶିଆ ଚଟାଣ ନିକଟରେ ପୋଲିସ ଅଟକାଇ ପୋଲିସ କାଗଜ ପତ୍ର ଯାଞ୍ଚ କରିଥିଲେ l ପରେ କାଗଜ ପତ୍ର ସଠିକ ନ ଥିବା ଜଣାପଡିଵା ପରେ ଉକ୍ତ ବାଲି ବୋଝେଇ ଟ୍ରାକ୍ଟର ଜବତ କରିଥିବା ଦେଖିବାକୁ ମିଳିଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

DRI Seizes Leopard Skins, Four Accused Produced Before SDJM Court Rayagada

Sunil Chandra Nayak

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

Sunil Chandra Nayak

ଧୂଙ୍ଗିଆ ଦେଇ ଦେଵୀ ଙ୍କ ପୀଠରୁ ମୂର୍ତ୍ତି ସହ ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି

Sunil Chandra Nayak

Leave a Comment

error: Content is protected !!